Latest Odisha News

ସ୍ପେଶାଲ୍ ଟାସ୍କ ଫୋର୍ସ ଡ଼ିଆଇଜି ଭାବେ ନିଯୁକ୍ତ ହେଲେ ଜୟ ନାରାୟଣ ପଙ୍କଜ

ଭୁବନେଶ୍ୱର: ଓଡ଼ିଶା ସରକାର ମଙ୍ଗଳବାର ଦିନ କେନ୍ଦୁଝର ଡ଼ିଆଇଜି ଜୟ ନାରାୟଣ ପଙ୍କଜଙ୍କୁ ଡ଼ିଆଇଜି (ସ୍ପେଶାଲ୍ ଟାସ୍କ ଫୋର୍ସ) ଭୁବନେଶ୍ୱରର ଭାବେ ନିଯୁକ୍ତ କରିଛନ୍ତି ।

ତେବେ ଅନୁଗୁଳ ଜିଲ୍ଲା ଏସପି ମିତ୍ରଭାନୁ ମହାପାତ୍ରଙ୍କୁ କେନ୍ଦୁଝର ଏସପି ଭାବେ ଅବସ୍ଥାପିତ କରାଯାଇଛିି ।

Leave A Reply

Your email address will not be published.