ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ଆସନ୍ତାକାଲି ‘ଜନତା କର୍ଫ୍ୟୁ’ ଡାକରା ଦିଆଯାଇଛି । ଏହାକୁ ସମର୍ଥନ କରି ସାରା ଓଡ଼ିଶାରେ ଆସନ୍ତାକାଲି ୮୦ ପ୍ରତିଶତ ପେଟ୍ରୋଲ ପମ୍ପ ବନ୍ଦ ରହିବ । କରୋନା ମୁକାବିଲା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି । ଏନେଇ ପେଟ୍ରୋଲିୟମ ଡିଲର ଆସୋସିଏସନର ସଭାପତି ସୂଚନା ଦେଇଛନ୍ତି ।
ପ୍ରତିଦିନ ପେଟ୍ରୋଲ ପମ୍ପରେ ଲୋକଙ୍କ ଗହଳି ଲାଗିଥାଏ । ତେବେ ସାମୁହିକ ଦୂରତା ବଜାୟ ରଖିବା ଏବଂ ମୋଦୀଙ୍କ ଜନତା କର୍ଫ୍ୟୁ ଆହ୍ୱନରେ କରୋନା ମୁକାବିଲା ପାଇଁ ଆସନ୍ତକାଲି ଅଧାରୁ ଅଧିକାଂଶ ପେଟ୍ରୋଲ ପମ୍ପ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି ।
BREAKING NEWS
- ଘନ କୁହୁଡି ପାଇଁ ୫ ବିମାନର ଦିଗ ପରିବର୍ତ୍ତନ
- Air India Pilot Detained: ବିମାନ ଉଡ଼ାଣ ପୂର୍ବରୁ ପାଇଲଟ୍ ମଦ୍ୟପାନ କରି ଧରାପଡିଲେ,ଆଉ ତା’ପରେ…
- Viral Video: ପୋଲିସ ବାବୁଙ୍କ ଦାଦାଗିରି ଭାରି ପଡିଲା, ବନ୍ଧା ହେଲେ…
- Yunus government: ଚିନ୍ତାରେ ୟୁନୁସ ସରକାର, ଜଣେ ପରେ ଜଣେ ନେତା ଦଳରୁ ଦେଉଛନ୍ତି ଇସ୍ତଫା
- ଓଡ଼ିଶା ଭଳି ପଶ୍ଚିମବଙ୍ଗରେ ମୁଖ୍ୟ ଶାସନ ସଚିବ ହେଲେ ଜଣେ ମହିଳା
- India warns Pakistan ‘ଆମ ଘା ଏବେ ବି ଶୁଖିନି’ : ନୂଆ ବର୍ଷରେ ପାକିସ୍ତାନକୁ ଚେତାବନୀ ଦେଲା ଭାରତ
- ‘ଏହି ଦେଶ ସମସ୍ତଙ୍କର; ଧର୍ମ, ଜାତି କିମ୍ବା ଭାଷା ଆଧାରରେ ଲୋକଙ୍କୁ ବିଚାର କରିବା ଠିକ୍ ନୁହେଁ’
- LPG Price Hike 2026: ନୂଆବର୍ଷରେ ମହଙ୍ଗା ମାଡ଼, ବଢିଲା ଏଲପିଜି ସିଲିଣ୍ଡର ଦର…
- Pahalgam crowds ;ଫିକା ପଡ଼ିଯାଇଥିବା ଚମକ ପୁଣି ଫେରିଛି, ପହଲଗାମରେ ପ୍ରବଳ ଭିଡ଼
- Magha Saptami buda: ଚନ୍ଦ୍ରଭାଗାରେ ଏହି ସମୟରେ ବୁଡ ପକାଇବେ ଶ୍ରଦ୍ଧାଳୁ… ମାଘ ସପ୍ତମୀର ହେଲା ନୀତି ନିର୍ଘଣ୍ଟ
Comments are closed.