ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ଆସନ୍ତାକାଲି ‘ଜନତା କର୍ଫ୍ୟୁ’ ଡାକରା ଦିଆଯାଇଛି । ଏହାକୁ ସମର୍ଥନ କରି ସାରା ଓଡ଼ିଶାରେ ଆସନ୍ତାକାଲି ୮୦ ପ୍ରତିଶତ ପେଟ୍ରୋଲ ପମ୍ପ ବନ୍ଦ ରହିବ । କରୋନା ମୁକାବିଲା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି । ଏନେଇ ପେଟ୍ରୋଲିୟମ ଡିଲର ଆସୋସିଏସନର ସଭାପତି ସୂଚନା ଦେଇଛନ୍ତି ।
ପ୍ରତିଦିନ ପେଟ୍ରୋଲ ପମ୍ପରେ ଲୋକଙ୍କ ଗହଳି ଲାଗିଥାଏ । ତେବେ ସାମୁହିକ ଦୂରତା ବଜାୟ ରଖିବା ଏବଂ ମୋଦୀଙ୍କ ଜନତା କର୍ଫ୍ୟୁ ଆହ୍ୱନରେ କରୋନା ମୁକାବିଲା ପାଇଁ ଆସନ୍ତକାଲି ଅଧାରୁ ଅଧିକାଂଶ ପେଟ୍ରୋଲ ପମ୍ପ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି ।
BREAKING NEWS
- ବିନା ଜିମ୍ରେ ଫିଟ୍ ରହିବା ମନ୍ତ୍ର
- ୧୫୦ ଫୁଟ ଗଭୀର ବୋରୱେଲରେ ଫସିଲା ୩ ବର୍ଷର ଝିଅ
- ଘରେ ଝାଡୁ ଏହି ଦିଗରେ ରଖନ୍ତୁ , ଶୁଭଫଳ ମିଳିବ
- ପ୍ରେମିକା ଲରେନଙ୍କୁ ବାହାହେବେ ଆମାଜନର ମାଲିକ, ଖର୍ଚ୍ଚ ହେବ ୫ହଜାର କୋଟି
- ଖ୍ରୀଷ୍ଟମାସ ଉପଲକ୍ଷେ ବାଲୁକା ଶିଳ୍ପୀ ମାନସ ସାହୁଙ୍କ ବାଲୁକା ପାର୍କ ପୁନଃ ଲୋକାର୍ପିତ
- ଲୋନ୍ ନେଇଥିବା ବ୍ୟକ୍ତିଙ୍କ ମୃତ୍ୟୁ ପରେ ବ୍ୟାଙ୍କ କାହାଠାରୁ ଲୋନ୍ ପୁନରୁଦ୍ଧାର କରେ ଜାଣନ୍ତୁ ..
- ସୁପ୍ରିମକୋର୍ଟର ପ୍ରଥମ ମୁସଲିମ ପ୍ରଧାନବିଚାରପତି ; ଯାହାଙ୍କ ନାଁରେ ରହିଛି ଦୁଇଥର ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ହେବାର ରେକର୍ଡ
- ସ୍ତ୍ରୀ ଓ ଶ୍ୱଶୁରଙ୍କଠୁ ପ୍ରତିଶୋଧ ନେବାକୁ ଚାହୁଁଥିଲେ, ଇଣ୍ଟରନେଟରୁ ଶିଖିଲେ ବୋମା ତିଆରି…
- ଅଶ୍ୱୀନଙ୍କ ସ୍ଥାନରେ ଭାରତୀୟ ଦଳରେ ସାମିଲ ହେଲେ ତନୂଷ କୋଟିୟାନ
- ପ୍ରଥମଥର ସାଧାରଣତନ୍ତ୍ର ଦିବସ ପରେଡ଼କୁ ବିମାନ ଯୋଗେ ଯାତ୍ରା କରିବେ ଏନସିସି କ୍ୟାଡ଼େଟ୍
Comments are closed.