Latest Odisha News

BREAKING NEWS

ଜାପାନର ଫୁକୁସୀମାରେ ଶକ୍ତିଶାଳୀ ଭୂକମ୍ପ

ଜାପାନ : ଜାପାନରେ ଶକ୍ତିଶାଳୀ ଭୂକମ୍ପର ଝଟକା ଅନୁଭୂତ । ଫୁକୁସୀମା ଅଞ୍ଚଳରେ ଭୂକମ୍ପର ଶକ୍ତ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୧ ରହିଛି । ଏହାର ପ୍ରଭାବ ରାଜଧାନୀ ଟୋକିଓରେ ମଧ୍ୟ ପଡିଛି ।

ଫୁକୁସୀମା ଅଞ୍ଚଳରେ ଭୂକମ୍ପ ହୋଇଥିବା ବେଳେ, ସୁନାମୀ ସତର୍କତା ଜାରି କରାଯାଇନାହିଁ । ତେବେ ସମୁଦ୍ର କୂଳିଆ ଅଞ୍ଚଳର ଲୋକଙ୍କୁ ବିଶେଷ ଭାବେ ସତର୍କତା ଜାରି କରାଯାଇଛି । ଭୂମିକମ୍ପରେ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି ।

Leave A Reply

Your email address will not be published.