ଟୋକିଓ: ଜାପାନରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ୨ ଦିନ ମଧ୍ୟରେ ୫୦୦ରୁ ଊର୍ଦ୍ଧ୍ୱ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଥିବା ଦେଖି ଜାପାନ ପ୍ରଧାନ ମନ୍ତ୍ରୀ ଶିଞ୍ଜୋ ଆବେ ମଙ୍ଗଳବାର ଏ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା ନିଆଯିବ ବୋଲି କହିଛନ୍ତି । ରିପୋର୍ଟ ମୁତାବକ ଏଠାରେ ଏମରଜେନ୍ସି ଲଗା ଯାଇପାରେ । ଏଥିନେଇ ସେ କ୍ୟାବିନେଟ ସହ ପରାମର୍ଶ କରୁଥିବା ଜଣାପଡିଛି । ଏହା ଅନ୍ୟ ଦେଶ ଭଳି ଲଗାଯାଇଥିବା ଲକଡାଉନ ଶୈଳୀ ହେବ ନାହିଁ ବୋଲି କୁହାଯାଇଛି । କରୋନା ରୋଗୀଙ୍କ ଚିକିତ୍ସା ପାଇଁ ପୂର୍ବରୁ ଜାପାନ ସରକାର ୫୪ କୋଟି ଟଙ୍କା ଘୋଷଣା କରିସାରିଛି ।
BREAKING NEWS
- ପିଏମ ଇ-ବସ୍ ସେବା ଯୋଜନାରେ ୨୬ଟି ଇ-ବସ୍ ସେବାର ଶୁଭାରମ୍ଭ
- ରାପିଡୋ ଚାଳକ ବେଶରେ ଆତଙ୍କୀ ! ଜୈସ୍ ଲିଙ୍କ ସନ୍ଦେହରେ ଗିରଫ
- Plane Crash: ଟ୍ରେନିଂ ବେଳେ ଦୁଇ ବିମାନ ପରସ୍ପର ଧକ୍କା, ୪ ପାଇଲଟ ମୃତ
- ଫିଲିପାଇନ୍ସରେ ବଡ଼ ଧରଣର ବିମାନ ଦୁର୍ଘଟଣା : ୪ ଜଣ ପାଇଲଟଙ୍କ ମୃତ୍ୟୁ
- ଅକ୍ଟୋବର ୨୫ ପାଇଁ କମିଶନରେଟ୍ ପୋଲିସର ରୁଟ୍ ଚାଟ୍
- Netanyahu dials PM Modi: ଇସ୍ରାଏଲ୍ର ସ୍ୱାଧୀନତା ଦିବସରେ ମୋଦୀଙ୍କୁ ନେତାନ୍ୟାହୁଙ୍କ ନିମନ୍ତ୍ରଣ! ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ସହ ଜଳାଇବେ ମଶାଲ…
- ମୁମ୍ବାଇ ଇଣ୍ଡିଆନ୍ସର ନୂତନ ମୁଖ୍ୟ ପ୍ରଶିକ୍ଷକ ଭାବେ ଦାୟିତ୍ୱ ନେଲେ କିରେନ୍ ପୋଲାର୍ଡ
- ଗୋଟିଏ ଦିନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ୟୁପି ଓ ଓଡିଶା ଗସ୍ତ
- ବିମାନ ବନ୍ଦରରୁ ୧.୫୬ କୋଟିର ବିଦେଶୀ ମୁଦ୍ରା ଜବତ, ୨ ଗିରଫ
- ରାଜଧାନୀରେ ଚାଞ୍ଚଲ୍ୟ; ଘରେ ପଶି ଖଣ୍ଡାରେ ଆକ୍ରମଣ କଲେ ଦୁର୍ବୃତ୍ତ

Comments are closed.