Latest Odisha News

BREAKING NEWS

ସମ୍ବଲପୁରରେ ବିଜେପି ପ୍ରାର୍ଥୀ ଜୟନାରାୟଣ ମିଶ୍ର ବିଜୟୀ

ସମ୍ବଲପୁର: ସମ୍ବଲପୁରରେ ବିଜେପିର ବିଜୟ । ସମ୍ବଲପୁର ବିଧାସଭା ଆସନରୁ ବିଜୟ ଲାଭ କଲେ ବିଜେପି ନେତା ଜୟନାରାୟଣ ମିଶ୍ର । ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ କଡା ଟକ୍କର ଦେଇ ବିଜେୟ ହୋଇଛନ୍ତି ଜୟନାରାୟଣ । ପୂର୍ବତନ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କୁ ପରାସ୍ତ କରିଛନ୍ତି ଜୟନାରାୟଣ ।

୨୦୧୯ ନିର୍ବାଚନରେ ବିଜେଡିର ରାଶେଶ୍ୱରୀ ପାଣିଗ୍ରାହୀଙ୍କୁ ପରାସ୍ତ କରିଥିଲେ ଜୟନାରାୟଣ ମିଶ୍ର । ଏଥର ତାଙ୍କ ବିରୋଧରେ ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି। ହେଲେ ସେ ରାଜି ନହେବାରୁ ଶେଷ ମୁହୂର୍ତ୍ତରେ ବିଜେଡି ପ୍ରାର୍ଥୀ ବଦଳାଇ ଥିଲା।

Leave A Reply

Your email address will not be published.