Latest Odisha News

BREAKING NEWS

ପ୍ରକାଶ ପାଇଲା ଜେଇଇ ଆଡଭାନ୍ସଡ୍ ରେଜଲ୍ଟ

ନୂଆଦିଲ୍ଲୀ: ପ୍ରକାଶ ପାଇଲା ଜେଇଇ ଆଡଭାନ୍ସଡ୍ ରେଜଲ୍ଟ  । ମୋଟ ୪୮,୨୪୮ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । jee.adv.ac.inରେ ରେଜଲ୍ଟ ଉପଲବ୍ଧ ହେଉଛି । ୩୬୦ରୁ ୩୫୫ନମ୍ବର ରଖି ବେଦ ଲାହୋଟି ଟପ୍ପର ହୋଇଛନ୍ତି ।

ସେହିପରି ଆସନ୍ତାକାଲିଠୁ ଆରମ୍ଭ ହେବ କାଉନସେଲିଂ। ଜେଇଇ ଆଡ଼ଭାନ୍ସଡ ରେଜଲ୍ଟ ଲିଙ୍କ ୨୦୨୪ ରୁ ଛାତ୍ରଛାତୀ ସ୍କୋର କାର୍ଡ ମଧ୍ୟ ଡାଉନଲୋକଡ କରିପାରିବେ  ।

ଏହା ବ୍ୟତୀତ ଆଇଆଇଟି ଜେଇଇ ଟପ୍ପର ତାଲିକା ୨୦୨୪, ଆଇଆଇଟି ଜେଇଇ ମାର୍କ ସହିତ ପ୍ରତ୍ୟେକ ସୂଚନା ଏହି ଓ୍ୱେବସାଇଡରେ ଉପଲବ୍ଧ ହେବ । ଚଳିତ ବର୍ଷ ରେଜଲ୍ଟରେ ବାଜି ମାରିଛନ୍ତି ପୁଅ ।

 

Leave A Reply

Your email address will not be published.