Latest Odisha News

BREAKING NEWS

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପୁଅ କଲ ଗାର୍ଲକୁ ଦେଲେ ୧୮ ଲକ୍ଷ

ୱାଶିଂଟନ:ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ପୁଅ ହଂଟର ବାଇଡେନଙ୍କ ଏକ କାରନାମା ବାପାଙ୍କଚୁ ବଦନାମ କରିଛି । ରିପୋର୍ଟ ମୁତାବକ ୨୦୧୮ରେ ଜଣେ କଲଗାର୍ଲକୁ ରାତି ବିତାଇବା ପାଇଁ ବାପାଙ୍କ ଆକାଂଉଟରୁ ୧୮ ଲକ୍ଷ ଟଙ୍କା ଦେଇଥିଲେ । ହଂଟରଙ୍କ ଲାପଟପରୁ ଏ ନେଇ ତଥ୍ୟ ମିଳିଛି ।

ସେ ଲାପଟପ ମରାମତି କରିବା ପାଇଁ ଦେଇଥିଲେ । ପରେ ଏହି ଦୋକାନରୁ ତାଙ୍କ ତଥ୍ୟ ଲିକ ହୋଇଥିବା ଅନୁମାନ କରାଯାଉଛି । ମାରମୋଂଟ ହୋଟେଲରେ ସେ ଏହି କାଣ୍ଡ କରିଥିଲେ । ସେହି କଲଗାର୍ଲଙ୍କ ନାମ ୟାନା ବୋଲି ଜଣାପଡିଛି । ସେ କାହିଁକି ବାପାଙ୍କ ଆକାଂଉଟରୁ ଅର୍ଥ କାଢ଼ିଲେ ତାହାର ତଦନ୍ତ ଚାଲିଛି ।

Leave A Reply

Your email address will not be published.