Latest Odisha News

ପରଲୋକରେ ଯାତ୍ରା କଳାକାର ଭିକୁ ସେଠ୍

ଚୌଦ୍ୱାର: ଆଉ ନାହାନ୍ତି ଶାଗୁଣା ବସିଛି ଡେଣା ମେଲାଇ ପାଇଁ ବେଶ୍ ନାଁ କରିଥିବା ଯାତ୍ରା ଭିଲିଆନ ଭିକୁ ସେଠ୍ ଓରଫ ମହେନ୍ଦ୍ର ଦାସ । ଆଜି ତାଙ୍କ ଚୌଦ୍ୱାର ସ୍ଥିତ ବାସଭବନରେ ତାଙ୍କର ହୃଦଘାତ ହୋଇଥିଲା । ତାଙ୍କୁ ହସ୍ପିଟାଲ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ହୋଇଥିଲା ।

ତାଙ୍କ ପରଲୋକରେ ଯାତ୍ରା କଳାକାର, ନିର୍ଦ୍ଦେଶକ, ଯାତ୍ରା ମାଲିକ ତଥା ଅଗଣିତ ଯାତ୍ରା ପ୍ରେମୀ ଦୁଃଖ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.