Latest Odisha News

BREAKING NEWS

Browsing Tag

Jatra Artist

ପରଲୋକରେ ଯାତ୍ରା ଜଗତର ହାସ୍ୟ ଅଭିନେତା ଜଗବନ୍ଧୁ ରାଉତ

ଭୁବନେଶ୍ୱର: ସତେ ଯେମିତି କଳାକାରଙ୍କ ଉପରେ କରୋନା ଦାଉ ସାଧିଛି । କେତେବେଳେ ବଲିଉଡ ତ ପୁଣି କେତେବେଳେ ଓଲିଉଡରୁ ଶୁଭିଥିଲା ଦେହାନ୍ତ ଭଳି ଦୁଃଖଦ ଖବର । ହେଲେ ଏବେ ଜଲିଉଡରୁ ଆସିଛି ଆଉ ଏକ କୋହଭରା ସମ୍ବାଦ । ପରଲୋକରେ ଓଡିଆ ଯାତ୍ରା ଜଗତର ଲୋକପ୍ରିୟ ହାସ୍ୟ ଅଭିନେତା ଜଗବନ୍ଧୁ ଓରଫ ଜଗା…

ଲୋୟର ପିଏମଜିରେ ଯାତ୍ରା କଳାକାରଙ୍କ ଆମରଣ ଅନଶନ ଓ ଗଣଧାରଣା

ଭୁବନେଶ୍ୱର: ଆମରଣ ଅନଶନରେ ଯାତ୍ରା କଳାକାର । ଆଜିଠାରୁ ଭୁବନେଶ୍ୱର ଲୋୟର ପିଏମଜିରେ ଯାତ୍ରା କଳାକାର ଆମରଣ ଅନଶନ ଓ ଗଣଧାରଣା ଦେଇଛନ୍ତି । ୨ ହଜାର ଦର୍ଶକ ନେଇ ଯାତ୍ରା ପରିବେଷଣ ପାଇଁ ଅନୁମତି ଦେବା ସହ ୧୨ ଦଫା ଦାବିରେ ସେମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ୨୩ ତାରିଖ ସୁଦ୍ଧା ସରକାର ଦାବି…

ପରଲୋକରେ ଯାତ୍ରା କଳାକାର ଭିକୁ ସେଠ୍

ଚୌଦ୍ୱାର: ଆଉ ନାହାନ୍ତି ଶାଗୁଣା ବସିଛି ଡେଣା ମେଲାଇ ପାଇଁ ବେଶ୍ ନାଁ କରିଥିବା ଯାତ୍ରା ଭିଲିଆନ ଭିକୁ ସେଠ୍ ଓରଫ ମହେନ୍ଦ୍ର ଦାସ । ଆଜି ତାଙ୍କ ଚୌଦ୍ୱାର ସ୍ଥିତ ବାସଭବନରେ ତାଙ୍କର ହୃଦଘାତ ହୋଇଥିଲା । ତାଙ୍କୁ ହସ୍ପିଟାଲ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୫୫…