ନୂଆଦିଲ୍ଲୀ: ଦୁନିଆକୁ ରହସ୍ୟ ଘେରି ରହିଛି । ଏହା ସହିତ ବିଭିନ୍ନ ସ୍ଥାନରେ ପାଳନ କରାଯାଉଥିବା କେତେକ ପରମ୍ପରା ଆମକୁ ଆଶ୍ଚର୍ଯ୍ୟଚକିତ କରିଥାଏ । ଏ ଭଳି ଏକ ପରମ୍ପରା ଇଣ୍ଡୋନେସିଆର ଟୋରାଜନ ଜାତିର ଲୋକ ପାଳନ କରିଥାନ୍ତି । ସେମାନେ ମା ନେନେ ଉତ୍ସବରେ ନିଜ ପରିଜନଙ୍କ ୩ ବର୍ଷ ତଳେ ପୋତା ଯାଇଥିବା ଶବକୁ ବାହାର କରିଥାନ୍ତି । ଶବକୁ ସୁସଜ୍ଜିତ କରାଯିବା ସହ ଉପସ୍ଥିତିରେ ଭୋଜି ମଧ୍ୟ ଆୟୋଜନ କରାଯାଇଥାଏ । ଟୋରାଜନ ସମ୍ପ୍ରଦାୟର ବିଶ୍ୱାସ ରହିଛି ମୃତ୍ୟୁ ଜୀବନର ଚରମ ସତ୍ୟ । ଏହା ପରେ ପର୍ଯ୍ୟାୟ କ୍ରମେ ମୃତକର ଦ୍ୱିତୀୟ ଯାତ୍ରା ଆରମ୍ଭ ହୋଇଥାଏ । ଏହି ଯାତ୍ରା ପାଇଁ ସେମାନେ ତାଙ୍କ ନିଜ ଲୋକଙ୍କ ଶବକୁ ଭଲ ଭାବେ ବେଶ ଭୂଷା କରିଥାନ୍ତି ।
ଲୋକକଥା ଅନୁସାରେ ଥରେ ଜଣେ ଶିକାରୀ ଜଙ୍ଗଲ ମଧ୍ୟରେ ଏକ ପୋଚାସଢ଼ା ଶବ ଦେଖିଲା । ଶିକାରୀ ସେହି ଶବକୁ ସଫା ସୁତୁରା କରିବା ସହ ସୁସଜ୍ଜିତ କରିଥିଲା । ଏହା ପର ଉକ୍ତ ଶିକାରୀର ଜୀବନର ଗତିପଥ ବଦଳି ଯାଇଥିଲା । ସେବେ ଠାରୁ ଏହି ପରମ୍ପରା ଚାଲି ଆସୁଛି ।
BREAKING NEWS
- କାର୍ଯ୍ୟରେ ଅବହେଳା ଯୋଗୁଁ ସୁବର୍ଣ୍ଣପୁର ଡିଆରସିଏସ ନିଲମ୍ବିତ, ସୋନପୁର ଏଆସିଏସଙ୍କୁ ଅତିରିକ୍ତ ଦାୟିତ୍ୱ
- ଆଇଏଏସ ସ୍ତରରେ ଅଦଳବଦଳ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ବ…
- ଅବସର କେବେ ନେବେ କହିଲେ ସାମୀ
- ଆନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କଲେ ମିଷ୍ଟର ବ୍ୟାକହ୍ୟାଣ୍ଡ
- ୫ ଲକ୍ଷ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପୋଲିସ ହାଉସିଂ ଡେପୁଟି ମ୍ୟାନେଜର
- ଭୁବନେଶ୍ୱର ନିୟୁ ସିଟି ମାଷ୍ଟରପ୍ଲାନ୍ ପାଇଁ ଚୁକ୍ତି ସ୍ୱାକ୍ଷରିତ
- ଏପ୍ରିଲ ୧ରୁ ବଦଳିବ ନନ୍ଦନକାନନର ସମୟ ନିର୍ଘଣ୍ଟ, ପ୍ରତି ସୋମବାର ବନ୍ଦ ରହିବ ଉଭୟ ଉଦ୍ୟାନ
- ସରେଣ୍ଡର କଲେ ଦୁଇ ହାର୍ଡକୋର ମାଓବାଦୀ
- ଜୁନ ୨୬ରେ ଟିମ ଇଣ୍ଡିଆ ପକ୍ଷରୁ ପଦାର୍ପଣ ମ୍ୟାଚ ଖେଳି ପାରନ୍ତି ବୈଭବ
- ଦୀର୍ଘ ବର୍ଷ ପରେ ଚେନ୍ନାଇ ବିପକ୍ଷରେ ଖେଳିଲେ ଜାଡେଜା, ଲୋଗୋକୁ ଦେଖି ହେଲେ ଭାବପ୍ରବଣ
Comments are closed.