ଭୁବନେଶ୍ବର : ଦିଲ୍ଲୀ ଏମସରେ ଭର୍ତ୍ତି ହେଲେ ବିଜେପିର ଲୋକସଭା ସାଂସଦ ଜୁଏଲ ଓରାମ । ପୂର୍ବରୁ କୋରୋନାରେ ଆକ୍ରାନ୍ତ ହୋଇଥିଲେ ଜୁଏଲ ଓରାମ । ତେଣୁ ସତର୍କତାମୂଳକ ପଦକ୍ଷେପ ଭାବେ ଦିଲ୍ଲୀ ଏମସରେ ଭର୍ତ୍ତି ହୋଇଥିବା ନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି ଜୁଏଲ ଓରାମ । ସେ ଏବେ ସୁସ୍ଥ ଥିବା ମଧ୍ୟ ସୂଚନା ଦେଇଛନ୍ତି । ଏଥିସହ ତାଙ୍କ ଆଶୁ ଆରୋଗ୍ୟ କାମନା କରିଥିବା ଶୁଭେଚ୍ଛୁଙ୍କୁ ଧନ୍ୟବାଦ ଜଣାଇଛନ୍ତି ଜୁଏଲ । ଗତ ଶନିବାର କୋରୋନାରେ ଆକ୍ରାନ୍ତ ହୋଇଥିଲେ ସୁନ୍ଦରଗଡ ସାଂସଦ ଜୁଏଲ ଓରାମ ।
BREAKING NEWS
- କଲେଜ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ; CISF ଯବାନ ଗିରଫ
- CEC ଜ୍ଞାନେଶ କୁମାରଙ୍କ ବିରୋଧରେ ହେଉ ଭିଜିଲାନ୍ସ ତଦନ୍ତ: କେରଳମ୍ ସରକାରଙ୍କ ନିର୍ଦ୍ଦେଶ
- ଆସୁଛି ଲଘୁଚାପ, ପାର୍ବଣରେ ଭିଜିବ ଓଡ଼ିଶା
- Smit Machcchar: ପ୍ରାର୍ଥନା ବାହାନାରେ ପଛରୁ ମାରିଲା କୁରାଢ଼ି ମାଡ଼… ଆଖିକୁ ଦିଶୁନଥିଲା, ତଥାପି ହାର ମାନିଲେନି ଭାରତୀୟ ପାଇଲଟ୍!
- ପାର୍ବଣ ପୂର୍ବରୁ ଗଡ଼ିଲା ମୁଣ୍ଡ; ଦୁର୍ଦ୍ଦାନ୍ତ ଟୁନା ନାୟକଙ୍କୁ ହତ୍ୟା ଅଭିଯୋଗ
- Scheme For Unmarried Men: ସାର, ବିହନ, ସବସିଡି ଭଳି ଚଷା ପୁଅଙ୍କୁ ଝିଅ ଖୋଜିକି ଦିଅନ୍ତୁ ସରକାର!
- ସିଦ୍ଧାର୍ଥ ମିଶ୍ର ICICI ଲାଇଫ୍ ଇନସ୍ୟୁରାନ୍ସର ନୂଆ ସିଇଓ, ଜାଣନ୍ତୁ ଓଡ଼ିଶା ସହ କଣ ଲିଙ୍କ୍…
- Jantar Mantar protest: ଜନ୍ତର ମନ୍ତରରେ ମହିଳା ସାମ୍ବାଦିକାଙ୍କୁ ପୋଲିସର ଅସଦାଚରଣ ଅଭିଯୋଗ! ଶାହଙ୍କୁ ଜବାବ ମାଗିଲେ ରାହୁଲ
- ଇସ୍ରାଏଲ୍ ଗସ୍ତ ପାଇଁ କ୍ୟାପ୍ଟେନ୍ ସ୍ମିତ୍ଙ୍କୁ ନେତାନ୍ୟାହୁଙ୍କ ନିମନ୍ତ୍ରଣ: “ଆପଣ ସାରା ବିଶ୍ୱର ନାୟକ”
- ତେଲ ଟ୍ୟାଙ୍କରରେ ଗୋରୁ ଚାଲାଣ, ୨ ଜଣଙ୍କୁ ଧରିଲା ପୋଲିସ

Comments are closed.