ଭୁବନେଶ୍ଵର: ଜ୍ୟୋତିପ୍ରକାଶ ପଟ୍ଟନାୟକ ହେଲେ ଇନ୍ଚାର୍ଜ ଆଡ୍ଭୋକେଟ୍ ଜେନେରାଲ । ଏଜି ନିଯୁକ୍ତି ନେଇ ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି । ପୂର୍ବତନ ଇନ୍ଚାର୍ଜ ଆଡ୍ଭୋକେଟ୍ ଜେନେରାଲ ଅଶୋକ ପରିଜାଙ୍କ ଇସ୍ତଫା ପରେ ନୂତନ ଇନ୍ଚାର୍ଜ ଆଡ୍ଭୋକେଟ୍ ଜେନେରାଲ ଭାବେ ନିଯୁକ୍ତ ହୋଇଛନ୍ତି ଜ୍ୟୋତିପ୍ରକାଶ ପଟ୍ଟନାୟକ ।
BREAKING NEWS
- ୮ ଘଣ୍ଟା ଧରି ଜଳୁଛି ସୁପରମାର୍ଟ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ
- ଜାତୀୟ ପତାକାର ବ୍ୟବହାର ନେଇ କେନ୍ଦ୍ର ଗୃହ ବିଭାଗର ନିର୍ଦ୍ଦେଶନାମା
- ଏୟାର ଆମ୍ବୁଲାନ୍ସ ଦୁର୍ଘଟଣାଗସ୍ତ, ରୋଗୀଙ୍କ ସମେତ ବିମାନରେ ଥିବା ସମସ୍ତ ୭ ଜଣ ମୃତ
- ୮ ଦଫା ଦାବି ପୂରଣ ନେଇ ରାସ୍ତାକୁ ଓହ୍ଲାଇଲେ ଠିକାଦାର ସଂଘ
- ଇରାନ ଉପରେ ଆକ୍ରମଣ କରିବ କି ଆମେରିକା? ‘ପେଣ୍ଟାଗନ୍ ପିଜା ଇଣ୍ଡେକ୍ସ’ ଦେଉଛି ବଡ଼ ସଂକେତ
- Mohammad Amir: ସତ ହେବ କି ମହମ୍ମଦ ଅମୀରଙ୍କ ଭବିଷ୍ୟବାଣୀ ?
- ହିରୋ ସାଜିଲା କୁକୁର ଟାଇସନ, ଗୁଳି ବାଜିବା ସତ୍ତ୍ବେ ଧରାଇଦେଲା ୩ କୁଖ୍ୟାତ ଆତଙ୍କୀ
- ରାଜ୍ୟରେ ବଢିବ ଆମ ବସ୍ ସେବା: ଆଉ ୬୦୦ ଇ-ବସ୍ କିଣିବାକୁ ବଜେଟରେ ୪୨୧କୋଟି ଟଙ୍କା ବ୍ୟୟବରାଦ
- ବେଲରୁ ବାହାରି ଫିଲ୍ମ ସୁଟିଂ କଲେ ରାଜପାଲ ଯାଦବ
- ସରକାରୀ ଚାକିରିଆ ସାବଧାନ! ମାର୍ଚ୍ଚ ୩୧ ସୁଦ୍ଧା ସମ୍ପତ୍ତି ତାଲିକା ଦାଖଲ କର, ନହଲେ…
Comments are closed.