ଆମେରିକା: ଯୁକ୍ତରାଷ୍ଟ୍ରରେ ଡେମୋକ୍ରାଟିକ୍ ପାର୍ଟିର ଉପରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସଙ୍କୁ ମଙ୍ଗଳବାର ୫୬ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ହ୍ୱାଇଟ୍ ହାଉସରେ ତାଙ୍କର ପରବର୍ତ୍ତୀ ଜନ୍ମଦିନ ପାଳନ କରିବା ବୋଲି କହିଥିଲେ।
ଏହି ଅବସରରେ ବିଡେନ ତାଙ୍କ ଟ୍ୱିଟର ଆକାଉଣ୍ଟରୁ ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ଉଭୟ ହାତ ମିଳାଉଥିବାର ଦେଖିବାକୁ ମିଳିଛି। ସେ ଟୁଇଟ୍ କରି କହିଛନ୍ତି, କମଲା ହାରିସଙ୍କୁ ଜନ୍ମଦିନର ଶୁଭେଚ୍ଛା। ଆସନ୍ତା ବର୍ଷ ଆଇସକ୍ରିମ ସହିତ ହ୍ୱାଇଟ୍ ହାଉସରେ ଆମେ ଏହି ଦିନକୁ ପାଳନ କରିବା।
BREAKING NEWS
- Bargarh MLA: ନବୀନଙ୍କ ପରେ ବର୍ଦ୍ଧିତ ବେତନ ଦାନ କରିବେ ଏହି ବିଧାୟକ….
- ମାଲକାନଗିରିରେ ସ୍ୱାଭାବିକ ହେଲା ଇଣ୍ଟରନେଟ୍ ସେବା
- ଚୀନ ସରକାରଙ୍କ ନୂଆ ଯୋଜନା, ପିଲା ଜନ୍ମର ସବୁ ଖର୍ଚ୍ଚ ବହନ କରିବେ ସରକାର
- ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଓଡିଶା ମାଷ୍ଟର୍ସ ୨୦୨୫; ଉନ୍ନତି ହୁଡ଼ା ମହିଳା ଚମ୍ପିୟାନ, କିରଣ ଜର୍ଜ ପୁରୁଷ ଚମ୍ପିୟାନ
- ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଆକ୍ରମଣ ଘଟଣା: ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ
- Sachin gifts Messi : ମେସିଙ୍କୁ ନିଜ ଜର୍ସି ଉପହାର ଦେଲେ ସଚିନ
- Mohammad Mokim: କଂଗ୍ରେସରୁ ବହିଷ୍କୃତ ପରେ ପ୍ରତିକ୍ରିୟା ରଖିଲେ ମୋକିମ୍, କଂଗ୍ରେସ ମୋ ବିଚାରଧାରାରେ…
- Cold Wave: ଆସନ୍ତା ସପ୍ତାହକ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରାରେ ପରିବର୍ତ୍ତନ ହେବ ନାହିଁ
- କେରଳର ପୁନରାବୃତ୍ତି: ବୋମା ମିଶା ଖାଦ୍ୟ ଖାଇ ଛିଣ୍ଡି ଗଲା ହାତୀର ଜିଭ…
- ପୂର୍ବତନ ବିଧାୟକ ମହମ୍ମଦ ମୋକିମ କଂଗ୍ରେସରୁ ବହିଷ୍କୃତ
Comments are closed.