ମୁମ୍ବାଇ: କଙ୍ଗନା ରାନାୱତ ତାଙ୍କ ଫିଲ୍ମ କ୍ୟାରିୟରରେ ୪ର୍ଥ ଥର ପାଇଁ ସର୍ବଶ୍ରେଷ୍ଠ ଅଭିନେତ୍ରୀ ଭାବେ ଜାତୀୟ ପୁରସ୍କାର ହାତେଇଛନ୍ତି । ମଣିକର୍ଣ୍ଣିକା ଓ ପଙ୍ଗା ପାଇଁ ସେ ଚଳିତ ବର୍ଷ ଏହି ପୁରସ୍କାର ପାଇଛନ୍ତି । ଏଥିସହ କଙ୍ଗନା ଅଭିନେତ୍ରୀ ଭାବେ ସର୍ବାଧିକ ଥର ଜାତୀୟ ପୁରସ୍କାର ହାସଲ କରିଥିବା ଶାବନା ଆଜମୀଙ୍କ ନିକଟତର ହୋଇଛନ୍ତି । ଶାବନା ୫ଥର ଏହି ସମ୍ମାନଜନକ ପୁରସ୍କାର ପାଇଛନ୍ତି ।
କୁଇନ କଙ୍ଗନା ୨୦୦୮ରେ ଫ୍ୟାଶନ ପାଇଁ ଶ୍ରେଷ୍ଠ ସହ ଅଭିନେତ୍ରୀ, ୨୦୧୫ରେ ତନୁ ୱେଡ୍ସ ମନୁ ରିଟର୍ଣ୍ଣସ ଏବଂ ୨୦୧୫ରେ କୁଇନ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଥିଲେ । ଅନ୍ୟ ପକ୍ଷରେ ଶାବନା ଅଙ୍କୁର, ଅର୍ଥ, କଂଧାର, ପାର ଓ ଗଡମଦର ପାଇଁ ରାଷ୍ଟ୍ରୀୟ ପୁରସ୍କାର ପାଇ ସାରିଛନ୍ତି । ସୂଚନାଯୋଗ୍ୟ, ନର୍ଗିସ ଦତଙ୍କୁ ରାତ ଔର ଦିନ ପାଇଁ ପ୍ରଥମ ଅଭିନେତ୍ରୀ ଭାବେ ଏହି ପୁରସ୍କାର ମିଳିଥିଲା । ଅନ୍ୟମାନଙ୍କ ମଧ୍ୟରେ ତବୁ ଓ ସ୍ମିତା ପାଟିଲ ୨ ଥର ଲେଖାଁଏ ଏହି ପୁରସ୍କାର ପାଇଛନ୍ତି ।
BREAKING NEWS
- ଦିଲ୍ଲୀ ଦରବାରରେ ଗର୍ଜିବ ଶଙ୍ଖ! ୪ ସାଂସଦଙ୍କ ହାତରେ ନବୀନ ଧରାଇଲେ ‘ସ୍ପେଶାଲ୍ ବ୍ଲୁ-ପ୍ରିଣ୍ଟ’, ରାଜ୍ୟର ୧୧ ବଡ଼ ମୁଦ୍ଦାରେ ଘେରିବ ବିଜେଡି…
- ଜାତୀୟ ଦଳକୁ ଫେରିବାକୁ ହେଲେ ସୂର୍ଯ୍ୟକୁମାରଙ୍କୁ କରିବାକୁ ପଡିବ ରନ, ସୂଚନା ଦେଲା ବିସିସିଆଇ
- ଚୌଦ୍ୱାର ରାଜନୀତିକୁ ନେଇ ନବୀନ ନିବାସରେ ବଡ଼ ହଲଚଲ, ସାମ୍ନାକୁ ଆସିଲା ନୂଆ ରଣନୀତି…
- IED blast targets Assam Rifles: ଆସାମ ରାଇଫଲ୍ସ କନଭୟ ନିକଟରେ ଆଇଇଡି ବିସ୍ଫୋରଣ; ଜଣେ ଯବାନ ସହିଦ, ୪ ଆହତ
- ରାଜଧାନୀ ରାଜରାସ୍ତାରେ ମହିଳା ସରପଞ୍ଚଙ୍କ ଜିଦ୍: ‘ନ୍ୟାୟ ନ ମିଳିବା ଯାଏଁ ଉଠିବିନି…’ ଜାଣନ୍ତୁ କାହା ବିରୋଧରେ ଏହି ଲଢ଼େଇ କହିଲେ ଚାମେଲି?
- ୧୮ ବର୍ଷ ପରେ ଚେନ୍ନାଇର ହେଡ କୋଚ ପଦରୁ ଓହରିଲେ ଫ୍ଲେମିଂ, ଧୋନୀ ହେବେ କି ମେଂଟର
- ରାସ୍ତା କଡ଼ରେ ପଡ଼ିଥିଲା ଟଙ୍କା ଓ ମୂଲ୍ୟବାନ ସାମଗ୍ରୀ ଭର୍ତ୍ତି ବ୍ୟାଗ୍! ତା’ପରେ ମହିଳା ଜଣକ ଯାହା କଲେ, ଶୁଣିଲେ ଆପଣ ବି କରିବେ ସଲାମ୍…
- ମହିଳା ଟେଷ୍ଟ କ୍ରିକେଟ:ଲର୍ଡସରେ ଐତିହାସିକ ବିଜୟ ହାସଲ କଲା ଭାରତ
- ପ୍ରେମ ପାଇଁ ଗଲା ପ୍ରେମିକର ଜୀବନ! ଆପାର୍ଟମେଣ୍ଟ ନିକଟରୁ ମିଳିଲା ମୃତଦେହ
- Rath Yatra 2026:ତିନି ଠାକୁରଙ୍କ ରଥରେ ଶୋଭା ପାଇବ ସୋଲ ଫୁଲ; ଶ୍ରଦ୍ଧାର ସହ ତିଆରି କରୁଛନ୍ତି ଭୋଇ ପରିବାର
Comments are closed.