ନୂଆଦିଲ୍ଲୀ: କଙ୍ଗନା ରାନାୱତ ଗୁରୁବାର ରାତିରେ ଏକ ଟୁଇଟ୍ କରି କହିଛନ୍ତି ଯେ ଟ୍ୱିଟର ତାଙ୍କ ଆକାଉଣ୍ଟକୁ ସ୍ଥଗିତ ରଖିବାକୁ ଧମକ ଦେଉଛି। ଏ ନେଇ ସେ କହିଛନ୍ତି ଯେ, “ଚାଇନାର ପପେଟ୍ ଟୁଇଟର। ଯଦିଓ ମୁଁ କୌଣସି ନିୟମର ଉଲ୍ଲଂଘନ କରିନାହିଁ, ତଥାପି ମୋ ଆକାଉଣ୍ଟକୁ ସ୍ଥଗିତ ରଖିବାକୁ ଧମକ ଦିଆଯାଉଛି। ଏହାସହିତ ସେ ଆହୁରି କହିଛନ୍ତି ଯେ ଯେଉଁଦିନ ମୁଁ ଯିବି ତୁମକୁ ସାଙ୍ଗରେ ନେଇ ଯିବି, ଠିକ୍ ସେହିପରି ଚାଇନାର ଟିକ୍ ଟକ୍ ଭଳି ତୁମକୁ ମଧ୍ୟ ନିଷେଧ କରାଯିବ। @ jack #ConspiracyAgainstlndia”।
BREAKING NEWS
- ନିଜ ନାବାଳିକା ଝିଅକୁ ବଳି ଦେବାକୁ ଉଦ୍ୟମ କରୁଥିଲା ମା !
- ‘COVID ଟୀକା ଓ ଯୁବବର୍ଗଙ୍କ ହଠାତ୍ ମୃତ୍ୟୁ ମଧ୍ୟରେ କୌଣସି ସମ୍ପର୍କ ନାହିଁ’;AIIMS-ICMR ରିସର୍ଚ୍ଚରୁ ମିଳିଲା ତଥ୍ୟ
- କ’ଣ ଏହି WiFi Calling? ଜାଣନ୍ତୁ କେମିତି ବିନା ସିଗ୍ନାଲରେ ବି କରିପାରିବେ କଲ୍
- Malkangiri Tension: ମାଲକାନଗିରି ହିଂସାରେ ଆଜି ଆଉ ୧୨ ଗିରଫ;ଗିରଫଦାରୀ ସଂଖ୍ୟା ୧୮କୁ ବୃଦ୍ଧି
- ସ୍ୱାମୀଙ୍କ ଶବ ସହ ଶୋଇଥାନ୍ତି ମହିଳା, ସ୍ୱପ୍ନରେ ଆସିଥାଏ ଦ୍ୱିତୀୟ ବିବାହ ପାଇଁ ଅନୁମତି : ଅଜବ ପରମ୍ପରା
- ପୁରୁଣା ୫୦୦-୧୦୦୦ ଟଙ୍କା ନୋଟ୍ ଘରେ ରହିଥିଲେ ସାବଧାନ ! ନହେଲେ ….
- ରାଷ୍ଟ୍ରୀୟ ଅଧ୍ୟକ୍ଷକଙ୍କୁ ଅଲଗା ବେତନ ଦେଇଥାଏ BJP? ଜାଣନ୍ତୁ ଜେପି ନଡ୍ଡାଙ୍କ ପରେ କେତେ ଟଙ୍କା ପାଇବେ ନବୀନ
- Damodar Rout: ‘ପାରାଦୀପ ଓ କୁଜଙ୍ଗରେ ଦାମ ବାବୁଙ୍କ ଦୁଇଟି ପ୍ରତିମୂର୍ତ୍ତି ମୁଁ ତିଆରି କରିବି’
- ଟି୨୦: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତର ଏକତରଫା ବିଜୟ
- ଯାଜପୁରରେ ରାଜନୈତିକ ହିଂସା, ବହୁ ଆହତ
Comments are closed.