Latest Odisha News

BREAKING NEWS

କଙ୍ଗନାଙ୍କ ଥାଲାଇଭି ଫିଲ୍ମର ରିଲିଜ ଡେଟ ଘୁଂଚିଲା

ମୁମ୍ବାଇ: କରୋନା ମହାମାରୀ ବଢ଼ିବା ଯୋଗୁ କଙ୍ଗନା ରାନାୱତ ଅଭିନୀତ ଥାଲାଇଭି ଫିଲ୍ମର ରିଲିଜ ଡେଟକୁ ଘୁଂଚାଇ ଦିଆଯାଇଛି । ଏହି ଫିଲ୍ମ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଜୀବନୀ ଉପରେ ଆଧାରିତ । ଫିଲ୍ମ ପ୍ରତି ଦର୍ଶକଙ୍କ ଉତ୍କଣ୍ଠା ଥିବା ବେଳେ ରିଲିଜ ତାରିଖ ଘୁଂଚିବା ସେମାନଙ୍କୁ ନିରାଶ କରିଛି । ଏହା ୨୩ ଏପ୍ରିଲରେ ରିଲିଜ ହେବାକୁ ଥିଲା ।

ପୂର୍ବରୁ ଅକ୍ଷୟ କୁମାର ଅଭିନୀତ ସୂର୍ଯ୍ୟବଂଶୀ ଫିଲ୍ମର ରିଲିଜ ତାରିଖ ଘୁଂଚାଇ ଦିଆଯାଇଛି । ବର୍ତମାନ ସଲମାନ ଖାଁଙ୍କ ରାଧେ ୟୋର ମୋଷ୍ଟ ୱାଟେଂଡ ଭାଇର ରିଲିଜ ତାରିଖ ଘୁଂଚିବ କି ନାହି ସେଥିପ୍ରତି ସମସ୍ତଙ୍କ ନଜର ରହିଛି ।

Leave A Reply

Your email address will not be published.