Latest Odisha News

BREAKING NEWS

ତଖତ ଫିଲ୍ମକୁ ସାମୟିକ ଭାବେ ବନ୍ଦ କରିବାକୁ ବାଧ୍ୟ ହେଲେ କରନ ଜୋହର

ମୁମ୍ବାଇ:୨୦୧୮ ଅଗଷ୍ଟରେ ଧର୍ମା ପ୍ରଡକ୍ସନ ତଥତ ଫିଲ୍ମର ଜୋରଦାର ଘୋଷଣା କରିଥିଲେ । ମାତ୍ର ଅଢ଼େଇ ବର୍ଷ ଅପେକ୍ଷା କରିବା ପରେ ଶେଷରେ କରନ ଜୋହର ବାଧ୍ୟହୋଇ ତାଙ୍କର ଏହି ମେଗା ପ୍ରୋଜେକ୍ଟ ସାମୟିକ ଭାବେ ବନ୍ଦ କରି ଦେଇଛନ୍ତି । ଫିଲ୍ମଟି ସିଂହାସନ ପାଇଁ କିପରି ମୋଗଲ ଶାସକ ଔରଙ୍ଗଜେବ ଓ ତାଙ୍କ ଭାଇ ଦାରା ଶିକୋହଙ୍କ ମଧ୍ୟରେ ଅଶାନ୍ତି ଉପୁଜିଥିଲା ତାହା ଉପରେ ଆଧାରିତ ଥିଲା ।

ବର୍ତମାନ ରାଜନୈତିକ ପରିସ୍ଥତି ଯେପରି ଫିଲ୍ମ କରିବା ମୂର୍ଖାମୀ ହେବ ବୋଲି ସେ କହିଛନ୍ତି । ଏହାର ଆଉ ଏକ କାରଣ ହେଲା ୩୦୦ କୋଟିର ବଜେଟ । ଏହା ବ୍ୟତୀତ ତାଙ୍କ ଫିଲ୍ମକୁ ନେବା ପାଇଁ କୌଣସି ଷ୍ଟୁଡିଓ ରାଜି ହେଉ ନାହାନ୍ତି । ରଣବୀର ସିଂ ଔରଙ୍ଗଜେବ ଓ ଭିକ୍କି କୌଶଲ ଦାରାଙ୍କ ରୋଲ କରୁଛନ୍ତି । ପୂର୍ବରୁ ରଣବୀର କାପୁର ଅଭିନୀତ ବ୍ରହ୍ମାସ୍ତ୍ର ମଧ୍ୟ ୩୫୦ କୋଟି ବଜେଟ ଯୋଗୁ ଅଟକି ପଡିଛି ।

Leave A Reply

Your email address will not be published.