Latest Odisha News

BREAKING NEWS

ଫଟୋସୁଟ୍ ବେଳେ ଅଘଟଣ; ନଦୀରେ ବୁଡ଼ି ଦମ୍ପତି ମୃତ

ହାଇଦ୍ରାବାଦ: ବିବାହ ପୂର୍ବରୁ ଦମ୍ପତି ମାନଙ୍କ ମଧ୍ୟରେ ପ୍ରି-ଓ୍ବେଡିଂ ଫଟୋ ସୁଟିଂ କରିବା ଏକପ୍ରକାର ଟ୍ରେଣ୍ଡ ପାଲଟିଛି। ହେଲେ ପ୍ରି-ଓ୍ବେଡିଂ ଫଟୋ ସୁଟ କରିବାକୁ ଯାଇ ମହିଶୂରର ଏକ ଦମ୍ପତିଙ୍କୁ ପ୍ରାଣବଳି ଦେବାକୁ ପଡ଼ିଛି।

ହେଲେ ସୁଟିଂ ସମୟରେ ନଦୀରେ ବୁଡ଼ିଯିବା କାରଣରୁ ଏହି ଦମ୍ପତିଙ୍କ ମୃତ୍ୟୁ ଘଟିଛି। କର୍ଣ୍ଣାଟକର ତାଲାକାଦର କାଭେରୀ ନଦୀରେ ବିବାହ ପୂର୍ବରୁ ସୁଟିଂ କରୁଥିଲେ।

ମୃତକଙ୍କ ନାମ ଶସିକଳା ଏବଂ ଚନ୍ଦ୍ରୁ ବୋଲି ଜଣାପଡିଛି। ଦୁହେଁ ଆସନ୍ତା ନଭେମ୍ବର ୨୨ ତାରିଖରେ ବିବାହ କରିଥାନ୍ତେ।

 

Leave A Reply

Your email address will not be published.