Latest Odisha News

BREAKING NEWS

ଅଭିନେତା କାର୍ତ୍ତିକ ଆର୍ଯ୍ୟନ୍‌ କରୋନା ପଜିଟିଭ

ମୁମ୍ବାଇ: ବଲିଉଡ୍‌ ଅଭିନେତା ପାଇଁ କାର୍ତ୍ତିକ ଆର୍ଯ୍ୟନ୍‌ଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଛି। ଏ ନେଇ କାର୍ତ୍ତିକ ସୋସିଆଲ ମିଡିଆରେ ଏହି ସୂଚନା ପ୍ରଦାନ କରି ପ୍ରଶଂସକମାନଙ୍କୁ ତାଙ୍କ ଆରୋଗ୍ୟ ପାଇଁ ପ୍ରାର୍ଥନା କରିବାକୁ କହିଛନ୍ତି।

ସେ ସୋସିଆଲ୍‌ ମିଡିଆରେ ଏକ ‘ପ୍ଲସ’ ଚିହ୍ନ ସହ ପ୍ରଶଂସକଙ୍କୁ ସେ କରୋନା ପଜିଟିଭ ଥିବା ସୂଚନା ଦେଇଛନ୍ତି।

Comments are closed.