Latest Odisha News

BREAKING NEWS

୪୫କୁ ବୃଦ୍ଧି ପାଇଲା XIMBରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ଜାଭିୟର ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୫କୁ ବୃଦ୍ଧି ପାଇଛି । ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ସଂଗ୍ରହ କରାଯାଉଥିବା ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ୍ତ ଜେନା ।

ଆଜି ସକାଳ ସୁଦ୍ଧା ଏହି ଶିକ୍ଷାନୁଷ୍ଠାନରେ ୨୩ ଜଣ ସଂକ୍ରମିତ ହୋଇଥିବା ଜଣାପଡିବା ପରେ ଭୁବନେଶ୍ୱର ମହାନଗର ନିଗମ ଏହାକୁ ସିଲ୍ କରିଛନ୍ତି । ଶିକ୍ଷାନୁଷ୍ଠାନ ଭିତରକୁ ପ୍ରବେଶ ଉପରେ ସମ୍ପୂର୍ଣ୍ଣ କଟକଣା ଜାରି କରାଯାଇଛି ।

ବିଏମସିର ବିନା ଅନୁମତିରେ କେହି କ୍ୟାମ୍ପସ ଭିତରେ ପ୍ରବେଶ କି ବାହାରକୁ ବାହାରି ପାରିବେ ନାହିଁ । କ୍ୟାମ୍ପସ ଭିତରେ ଥିବା ଲୋକଙ୍କୁ ବିଏମସି ପକ୍ଷରୁ ଅତ୍ୟାବଶ୍ୟକ ସାମଗ୍ରୀ ଓ ମେଡିସିନ୍ ଆଦି ଯୋଗାଇ ଦିଆଯିବ । ଢଓଗଈ କ୍ୟାମ୍ପସ ଭିତରେ ଥିବା ଅନ୍ୟ ଅନୁଷ୍ଠାନ ବି ଅନ୍ୟଆଦେଶ ଯାଏ ବନ୍ଦ ରହିବ ।

ଶିକ୍ଷାନୁଷ୍ଠାନର ସବୁ କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କର କୋଭିଡ୍ ଟେଷ୍ଚ କରାଯିବ ବୋଲି ସୂଚନା ମିଳିଛି । ସ

Leave A Reply

Your email address will not be published.