Latest Odisha News

BREAKING NEWS

ମାଆ ହେଲେ ଆମେରିକାର ଲୋକପ୍ରିୟ ଗାୟିକା କେଟି ପେରୀ

ୱାଶିଂଟନ: ଆମେରିକାର ଲୋକପ୍ରିୟ ପପ୍ ଗାୟିକା କେଟି ପେରୀ ମାଆ ହୋଇଛନ୍ତି । ସୋସିଆଲ ସାଇଟରେ କେଟି ଏବଂ ତାଙ୍କ ଭାବି ସ୍ୱାମୀ ଆର୍ଲୋଣ୍ଡା ବ୍ଲୁମ ପ୍ରଶଂସକମାନଙ୍କ ସହ ଏହି ଖୁସି ଖବର ଶେୟାର କରିଥିଲେ । ଜନ୍ମିତ ଶିଶୁ କନ୍ୟାର ନାମ ଡେଜି ଡୋଭ ବ୍ଲୁମ ରଖାଯାଇଛି ।

BjdElectrycity

ଡେଜି ବ୍ଲୁମ ଦୁନିଆକୁ ତୁମକୁ ସ୍ୱାଗତ ଲେଖିବା ସହ କେଟି ଝିଅର ଫଟୋ ଶେୟାର କରିଛନ୍ତି ଯାହା କି ଏବେ ଭାଇରାଲ ହୋଇଛି । ଏହି ଫଟୋରେ କେଟି, ଆର୍ଲୋଣ୍ଡା ଏବଂ ଝିଅ ଡେଜିଙ୍କ ହାତ ଦେଖିବାକୁ ମିଳିଛି । କରୋନା ମହାମାରୀ ମଧ୍ୟରେ ଏହି ଖବର ଅନେକ ସଙ୍ଗୀତପ୍ରେମୀଙ୍କୁ ଖୁସି କରାଇଛି ।

Leave A Reply

Your email address will not be published.