Latest Odisha News

BREAKING NEWS

ଭଦ୍ରକରେ ଗୋ ମାଫିଆଙ୍କ ଘରେ କେନ୍ଦୁଝର ପୋଲିସର ଚଢାଉ

ଭଦ୍ରକ: ମୁଲ୍ଲାସାହିରେ ଗୋ ମାଫିଆଙ୍କ ଘରେ କେନ୍ଦୁଝର ପୋଲିସର ଚଢାଉଅବୈଧ ଗୋ ଚାଲାଣ ଲିଙ୍କରେପ୍ଲାଟୁନ ଫୋର୍ସ ସହ ଚଢାଉକେନ୍ଦୁଝର ସଦର ଏସଡିପିଓଙ୍କ ସହ ଭଦ୍ରକ ପୋଲିସର ମିଳିତ ଚଢାଉ ଶେଖ୍ ରାଜନ ଥାନାରେ ଅଟକ।

ସୂଚନା ଅନୁସାରେ ଭଦ୍ରକ ପୁରୁଣା ବଜାର ଥାନା ଅନ୍ତର୍ଗତ ମୁଲ୍ଲା ସାହିର ଗୋ ମାଫିଆ ଶେଖ୍ ରାଜନ ଘରେ ଆଜି ସକାଳୁ କେନ୍ଦୁଝରଭଦ୍ରକ ପୋଲିସ ମିଳିତ ଚଢ଼ାଉ କରିଛିଘରୁ ଜବତ ହେଲା ନଗଦ ୭୦ ଲକ୍ଷ ଟଙ୍କାବିପୁଳ ପରିମାଣର ସୁନାଗୋ ମାଫିଆ ଶେଖ୍ ରାଜନକୁ ଥାନାରେ ଅଟକ ରଖି ପୋଲିସ ପଚରାଉଚରା କରୁଛିଶେଖ୍ ରାଜନକୁ ଓଡ଼ିଶାର ସବୁଠାରୁ ବଡ଼ ଗୋ ମାଫିଆ ବୋଲି କୁହାଯାଉଛିତା ଜରିଆରେ ପଶ୍ଚିମବଙ୍ଗକୁ ଗୋ ଚାଲାଣ ହୋଇଥାଏ

Leave A Reply

Your email address will not be published.