Latest Odisha News

ଅଭିନେତ୍ରୀ ମମତା କୁଲକର୍ଣ୍ଣୀ କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ୱର ପଦରୁ ହଟିଲେ

ପ୍ରୟାଗରାଜ: ବଲିଉଡ୍ ଅଭିନେତ୍ରୀ ମମତା କୁଲକର୍ଣ୍ଣୀଙ୍କୁ କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ୱର ପଦବୀରୁ ହଟାଇ ଦିଆଯାଇଛି। କିନ୍ନର ଆଖଡ଼ାର ପ୍ରତିଷ୍ଠାତା ରିଷି ଅଜୟ ଦାସ ଏହି ପଦକ୍ଷେପ ନେଇଛନ୍ତି।

ସୂଚନା ଅନୁଯାୟୀ, ଅଭିନେତ୍ରୀ ମମତା କୁଲକର୍ଣ୍ଣୀ ନିକଟରେ ସନ୍ନ୍ୟାସ ଦୀକ୍ଷା ନେଇଥିଲେ। ଯାହାପରେ ତାଙ୍କୁ କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ୱର କରାଯାଇଥିଲା। ତାଙ୍କୁ ହଠାତ୍ ଏଭଳି ପଦବୀ ମିଳିବାରୁ ଖୁବ୍ ବିରୋଧ କରାଯାଇଥିଲା।

ଫଳରେ ମମତା କୁଲକର୍ଣ୍ଣୀଙ୍କୁ ମହାମଣ୍ଡଳେଶ୍ୱର ପଦବୀରୁ ଏବଂ ଲକ୍ଷ୍ମୀ ନାରାୟଣ ତ୍ରିପାଠୀଙ୍କୁ ଆଚାର୍ଯ୍ୟ ମହାମଣ୍ଡଳେଶ୍ୱର ପଦବୀରୁ ହଟାଇ ଦିଆଯାଇଛି। ଏଥିସହିତ ଉଭୟଙ୍କୁ କିନ୍ନର ଆଖଡ଼ାରୁ ବହିଷ୍କାର ମଧ୍ଯ କରାଯାଇଛି।

ଉଲ୍ଲେଖଯୋଗ୍ୟ, ଅଭିନେତ୍ରୀ ମମତା କୁଲକର୍ଣ୍ଣି ଦୀର୍ଘ ଦୀର୍ଘ ୨୫ବର୍ଷ ପରେ ଭାରତ ଫେରି ଆସିବା ଖବର ପାଇବା ପରେ ତାଙ୍କ ଫ୍ୟାନ୍ସମାନେ ଖୁବ ଖୁସି ହୋଇଯାଇଥିଲେ । ନିକଟରେ ଅଭିନେତ୍ରୀଙ୍କ ବଲିଉଡକୁ ଫେରିବା ଖବର ଆସିଥିଲା । ହେଲେ ଆଜି ଅଭିନେତ୍ରୀ ତାଙ୍କ ସୋସିଆଲ ମିଡିଆରେ ନିଜର ସନ୍ୟାସୀ ଖବର ପ୍ରକାଶ କରି ଏହି ସମସ୍ତ ଗୁଜବର ଅନ୍ତ ଘଟାଇଛନ୍ତି ।

ମମତା କୁଲକର୍ଣ୍ଣି ହିନ୍ଦୀ ସିନେମାରେ ଅନେକ ସୁପରଷ୍ଟାରଙ୍କ ସହ କାମ କରିଛନ୍ତି, ଯେପରିକି ‘ଛୁପା ରୁସ୍ତମ’, ‘ସେନ୍ସର’, ‘ଜାନେ-ଜିଗର’, ‘ଚାଇନା ଗେଟ୍’, ‘କିଲା’, ‘କ୍ରାନ୍ତିକାରୀ’, ‘ଜୀବନ ଯୁଦ୍ଧ’, ‘ନସୀବ’, ‘ ସେ ଯେଉଁ ଚଳଚ୍ଚିତ୍ରଗୁଡ଼ିକରେ ମୁଖ୍ୟ ଭୂମିକାରେ କାମ କରିଥିଲେ, ସେଥିରେ ବେକାବୁ’, ‘ବାଜି’, ‘କରଣ ଅର୍ଜୁନ’, ‘ତିରଙ୍ଗା’ ଅନ୍ତର୍ଭୁକ୍ତ। ଏବେ ମମତା କୁଲକର୍ଣ୍ଣୀ ଗ୍ଲାମର ଦୁନିଆକୁ

Comments are closed.