Latest Odisha News

BREAKING NEWS

କ’ଣ ଖାଇଲେ ମସ୍ତିଷ୍କ ରହିବ ସୁସ୍ଥ ଓ ସତେଜ, ଜାଣନ୍ତୁ…

ଆଜିକାଲି ବହୁତ ଲୋକ ସୁନ୍ଦର ଦେଖାଯିବା ସହ ନିଜ ମସ୍ତିଷ୍କକୁ ସୁସ୍ଥ ରଖିବା ପାଈଁ ଇଛା କରିଥାନ୍ତି । ସୁସ୍ଥ ମସ୍ତିଷ୍କ ସେମାନଙ୍କ ପାଖରେ ଥାଏ ଯିଏ ଭଲ ଆହାର ବା ଖାଦ୍ୟ ନେଇଥାଏ । ଆମକୁ ସବୁବେଳେ ପ୍ରତି କ୍ଷେତ୍ରରେ tension ଲାଗି ରହୁଛି । ଯାହା ଫଳରେ ଅନେକ କିଛି ଖାଦ୍ୟପେୟ ଭୁଲିଯାଉଚୁ । ଏଥିରେ ବେଶି ପ୍ରଭାବିତ ହୋଇଥାଏ ମସ୍ତିଷ୍କ । ଏଥିପାଇ ଆମକୁ ଖାଦ୍ୟପେୟ ଉପରେ ବେଶି ଧ୍ୟାନ ଦେବା ଆବଶ୍ୟକ । ଜାଣନ୍ତୁ ସୁସ୍ଥ ମସ୍ତିଷ୍କ ପାଈଁ କେଉଁ ଖାଦ୍ୟର ଆବଶ୍ୟକ ।

ପ୍ରତିଦିନ ଅକୃତ ବା ଅଖରୋଟ ଖାଇଲେ ମସ୍ତିଷ୍କ ର ଶକ୍ତି ୧୯ ଭାଗ ବଢିଯାଏ । ଏହା ମସ୍ତିଷ୍କକୁ ସତେଜ କରିଥାଏ ।

ଚା ରୁ ଆମକୁ ପୋଲୋକନେଲ ମିଳିଥାଏ ଯାହା ମସ୍ତିଷ୍କକୁ ସନ୍ତୁଳନ ରଖିବାରେ ସାହାଯ୍ୟ କରିଥାଏ । ଏହା ଶାନ୍ତି ରଖିବା ସହ ଭାବିବା ପାଇଁ ସାହାଯ୍ୟ କରିଥାଏ । ବର୍ତ୍ତମାନ ବିଭିନ୍ନ ପ୍ରକାରର ଚା ପ୍ରସ୍ତୁତ କରାଯାଉଛି । ତାହାକୁ ବ୍ୟବହାର କରାଯାଇ ପାରେ ।

ମାଛ ଖାଇବା ମସ୍ତିଷ୍କ ପାଇଁ ଅତି ଦରକାରୀ ।ଏଥିରେ ମସ୍ତିଷ୍କ ଆହୁରି ଫ୍ରେଶ ହୋଇଥାଏ । ଏଥିରେ ଓମେଗା ୩ ଫ୍ୟାଟି ଏସିଡ଼ ରହିଥାଏ । ଯାହା ମସ୍ତିଷ୍କ ଓ ଆଖିର ବିକାଶରେ ଲାଭ ଦାୟକ ହୋଇଥାଏ ।

ପାଳଙ୍ଗ ଶାଗ , ଏଥିରେ ମ୍ୟାଗ୍ନ ସିୟମ ଅଧିକ ରହିଥାଏ । ଏହା ଦ୍ୱାରା ରକ୍ତ ସଞ୍ଚାଳନ ମସ୍ତିଷ୍କ ରୁ ନେଇ ପୁରା ଶରୀର ପର‌୍ୟ୍ୟନ୍ତ ପ୍ରଭାହିତ ହୋଇଥାଏ

ଅଲିଭ ତେଲ ମଧ୍ୟ ବ୍ୟବହାର କରାଯାଇପାରିବ ସୁସ୍ଥ ମସ୍ତିଷ୍କ ଲାଗି । ଏହା brain power କୁ ଅଧିକ ବଡାଏ ।

ପ୍ରତିଦିନ ଦହି ଖାଇବା ଉଚି ତ । ଏଥିରେ ଓମି ନ ଏସିଡ ମିଳିଥାଏ । ଯାହା ଦ୍ୱାରା ମାନସିକ ଅବସାଦ ଦୂର ହୋଇଥାଏ ।

ଟମାଟୋ ଏକ power ଆଣ୍ଟି accident ଅଟେ । ଏହା brain cell damage କୁ ରୋକିଥାଏ ।

ପାଚିଲା କଦଳୀ ରେ magnesium ଅଧିକ ରହିଥିବାରୁ Brain ସକ୍ରିୟ ଗତି ବଢ଼ି ଥାଏ ।

 

Leave A Reply

Your email address will not be published.