Latest Odisha News

BREAKING NEWS

କିପରି ଜାଣିବେ ଆପଣଙ୍କ ଆଧାର ନଂ ଅସଲି କି ନକଲି…

ଭୁବନେଶ୍ୱର: କେବେ ଭାବିଛନ୍ତି ଆପଣ ଗ୍ରହଣ କରୁଥିବା ଆଧାର ଆଇଡି ଅସଲି କି ନକଲି। ଏକଥାକୁ ନେଇ ଆପଣ ମାନେ ଚିନ୍ତିତ କି?

ତେବେ ଜାଣନ୍ତୁ ଏହାକୁ ଯାଞ୍ଚ କରିବାର କି ଉପାୟ ରହିଛି ..

ସରକାରୀ ଆଧାର ୱେବସାଇଟ୍ (https://resident.uidai.gov.in/offlineaadhaar) କୁ ଯାଆନ୍ତୁ ଏବଂ ‘ଆଧାର ଯାଞ୍ଚ’ ସେବା ଚୟନ କରନ୍ତୁ।

ଆଧାର ନମ୍ବର କିମ୍ବା VID ଏବଂ ଦିଆଯାଇଥିବା କ୍ୟାପଚା ଏଣ୍ଟର କରନ୍ତୁ।

ପରେ ସେଣ୍ଡ୍ ଓଟିପି ଉପରେ କ୍ଲିକ୍ କରନ୍ତୁ।

ଆଧାର ନମ୍ବରରେ ଦିଆଯାଇଥିବା ପଞ୍ଜୀକୃତ ମୋବାଇଲ୍ ନମ୍ବରକୁ ଏକ ଓଟିପି ଯିବ।

ଯଦି ଆପଣଙ୍କ ଆଧାର ନମ୍ବର ଠିକ୍ ଥିବ ତେବେ ଆଧାର ନମ୍ବର (ଉଦାହରଣ ସ୍ୱରୂପ 1907XXXXXXX) ସହିତ ନାମ, ରାଜ୍ୟ, ବୟସ, ଲିଙ୍ଗ ଇତ୍ୟାଦି ସହିତ ଏକ ନୂତନ ପୃଷ୍ଠା ଖୋଲିବ।

Leave A Reply

Your email address will not be published.