Latest Odisha News

BREAKING NEWS

ଆସନ୍ତୁ ଜାଣିବା, କିଭଳି ରହିଛି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲକଡାଉନ ଫିଟନେସ ରୁଟିନ

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ବ୍ୟାପିବାରୁ ରୋକିବା ପାଇଁ ସାମାଜିକ ଦୂରତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ ଭାରତକୁ ୨୧ ଦିନ ଲକଡାଉନ ଘୋଷଣା କରାଯାଇଛି। ତେବେ ଏହି ଲକଡାଉନ ସମୟରେ ସମସ୍ତେ ନିଜ ନିଜ ଘରେ ବନ୍ଦ ହୋଇ ରହିଛନ୍ତି ।

ଏହି ସମୟରେ କିପରି ନିଜକୁ ଫିଟ ରଖିବେ ସେନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଫିଟନେସ ସିକ୍ରେଟ୍ ସେୟାର କରିଛନ୍ତି ।


ମୋଦୀ ଏହି ଭିଡ଼ିଓ ସେୟାର କରି ଲେଖିଛନ୍ତି, ” ମନକି ବାତରେ ଜଣେ କେହି ମତେପଚାରି ଥିଲେ ଏହି ଲକଡାଉନ ସମୟରେ କିପରି ରହିଛି ମୋର ଫିଟନେସ ରୁଟିନ । ସେଥିପାଇଁ ମୁଁ ଏହି ଭିଡ଼ିଓ ସେୟାର କରୁଛି ଆଶା କରୁଛି ଆପଣ ମାନେ ମଧ୍ୟ ନିୟମିତ ଯୋଗାଭ୍ୟାସ ଚାଲୁ ରଖିବେ” ।

(ଫୋଟୋ ସୌଜନ୍ୟ: ନ୍ୟୁଜମୋବାଇଲ )

Leave A Reply

Your email address will not be published.