ଭୁବନେଶ୍ୱର: ଓଡ଼ିଶା ସରକାର ରାଜ୍ୟର ଚତୁର୍ଥ ପଜିଟିଭ୍ କୋଭିଡ୍-୧୯ ସଂକ୍ରମିତ ବ୍ୟକ୍ତିଙ୍କ ଟ୍ରାଭେଲ୍ ହିଷ୍ଟ୍ରିି ସର୍ମ୍ପକରେ ସୂଚନା ପ୍ରଦାନ କରିଛନ୍ତି । ଗତକାଲି ତାଙ୍କର କରୋନା ପରୀକ୍ଷା ପଜିଟିଭ୍ ଚିହ୍ନଟ ହୋଇଥିଲା ।
Live Press Conference #Covid19 @HFWOdisha https://t.co/KKqCgOwvFU
— I & PR Department, Odisha (@IPR_Odisha) April 1, 2020