Latest Odisha News

BREAKING NEWS

ଇନଫ୍ଲୁଏଞ୍ଜା ଓ କୋଭିଡ-୧୯ର ଲକ୍ଷଣ ମଧ୍ୟରେ ପାର୍ଥକ୍ୟ କ’ଣ ? ଜାଣନ୍ତୁ

ଭୁବନେଶ୍ୱର: ଓଡିଶାରେ କରୋନାଭାଇରସ ସଂକ୍ରମଣ ବଢ଼ୁଥିବା ଚିନ୍ତା ମଧ୍ୟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଲୋକଙ୍କୁ ସର୍ଦ୍ଦି, ଫ୍ଲୁ, ଆଲର୍ଜି ଓ ଘାତକ ଭାଇରସ ମଧ୍ୟରେ ଥିବା ଅନ୍ତରକୁ ବୁଝାଇବା ପାଇଁ ଏକ ପରାମର୍ଶର ପାଳନ କରିବାକୁ କହିଛି ।

କୋଭିଡ-୧୯ର ଲକ୍ଷଣ ହେଉଛି ଜ୍ୱର ହେବା, ଥଣ୍ଡା ଲାଗିବା । ସାଧରଣତଃ ଶୁଖିଲା କାଶ ହେବା ତଥା ଶ୍ୱାସକ୍ରିୟାରେ ଅସୁବିଧା ଭୋଗ କରିବା ।କେବେ କେବେ ଶରୀରରେ ଯନ୍ତ୍ରଣା ଓ ମୁଣ୍ଡବ୍ୟଥା ହେବା ସହ ଥକାପଣ ଅନୁଭବ କରିବା ।

ବୟସ୍କଙ୍କ ଠାରେ ହୃଦରୋଗ, ମଧୁମେହ, ଫୁସଫୁସ ସମ୍ବନ୍ଧୀୟ ରୋଗ ଥିଲେ କରୋନାଭାଇରସ ସଂକ୍ରମଣର ଆଶଙ୍କା ଅଧିକ ହୋଇଥାଏ ।

Leave A Reply

Your email address will not be published.