Latest Odisha News

BREAKING NEWS

ଓଡିଶାରୁ କେଉଁମାନେ ୟୁପିଏସସି ସିଭିଲ୍ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ, ଜାଣନ୍ତୁ

ଭୁବନେଶ୍ୱର: ୟୁପିଏସସି ସିଭିଲ୍ ସର୍ଭିସ ପରୀକ୍ଷା ୨୦୧୯ର ଫଳାଫଳ ମଙ୍ଗଳ ବାର ଦିନ ପ୍ରକାଶ ପାଇଛି । ସେଥିମଧ୍ୟରେ ଓଡିଶାରୁ ୨୦ ଜଣ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ।

ସୂଚନାନୁଯାୟୀ ଏହାର ଟପ୍ ୧୦ରେ ଓଡିଶାରୁ ଦୁଇ ଜଣ ସ୍ଥାନ ପାଇଥିବା ବେଳେ ଆଉ କେଉଁ ଓଡିଆ ପ୍ରାର୍ଥୀ କେଉଁ ର୍ୟାଙ୍କରେ ଉତ୍ତୀର୍ଣ୍ଣ ହୋଇଛନ୍ତି ସେ ସମ୍ପର୍କରେ ଜାଣନ୍ତୁ…

ଅଭିଷେକ ସରାଫ (୮)
ସଞ୍ଜିତା ମହାପାତ୍ର (୧୦)
ଅଂଶୁମାନ ରାଜ (୧୦୭)
ଅନୁପ ଦାସ (୧୨୦)
ନୱଲ କୁମାର ଜୈନ (୧୨୫)
ଶୈଳଜା ଦାସ (୧୯୦)
ରାହୁଲ ମିଶ୍ର (୨୦୨)
ହେମା ନାୟକ (୨୨୫)
ଆରୁଷୀ ମିଶ୍ର (୨୨୯)
ଆଶିଷ ଦାସ (୨୯୧)
ଅଙ୍କିତ ଶଙ୍କର ମିଶ୍ର (୨୯୪)
ସୋନାଲି ମିଶ୍ର (୩୦୦)
ଦିବ୍ୟା ମିଶ୍ର (୩୧୨)
ଅର୍ଘ ପଟ୍ଟନାୟକ (୩୬୧)
ଜୁବିନ୍ ମହାପାତ୍ର (୩୭୯)
ସମୀର କୁମାର ଜେନା (୪୪୧)
ମାନସ ରଞ୍ଜନ ସାହୁ (୫୬୭)
ସିଭମ୍ ମିଶ୍ର (୭୧୨)
ଓମ୍ ପ୍ରସାଦ ମହାନ୍ତି (୭୧୫)
ବିଭୁତି ଭୁଷଣ ନାୟକ (୮୧୯)

ଅଧିକ ପଢନ୍ତୁ- ପ୍ରକାଶ ପାଇଲା ଆଇଏଏସ୍ ରେଜଲ୍ଟ; ଟପ୍ ୧୦ରେ ସ୍ଥାନ ପାଇଲେ ଓଡିଶାର ଦୁଇ ଜଣ

Leave A Reply

Your email address will not be published.