Latest Odisha News

BREAKING NEWS

ପ୍ରବଳ ବର୍ଷା ଯୋଗୁଁ ୬ ତାରିଖରେ ‘କୋଣାର୍କ ଏକ୍ସପ୍ରେସ’ ଚଳାଚଳ ବାତିଲ୍

ଭୁବନେଶ୍ୱର: ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ଏକ୍ସପ୍ରେସ (ଟ୍ରେନ ନଂ – ୧୧୦୨୦)କୁ ଆସନ୍ତା ୬ ତାରିଖ ଦିନ ଚଳାଚଳ ବାତିଲ କରାଯାଇଛି ବୋଲି ଇଷ୍ଟକୋଷ୍ଟ ରେଲୱେ ପକ୍ଷରୁ ସୂଚନା ମିଳିଛି ।

ମୁମ୍ବାଇ ଡ଼ିଭିଜନରେ ପ୍ରବଳ ବୃଷ୍ଟିପାତ ଯୋଗୁଁ ରେଳ ଚଳାଚଳ ବ୍ୟାହତ ହୋଇଛି ।

ମୁମ୍ବାଇରୁ ଛାଡୁଥିବା ସମସ୍ତ ଟ୍ରେନ ଗୁଡ଼ିକ ମଧ୍ୟ ସେହିଦିନ ଚଳାଚଳ ବାତିଲ୍ କରାଯାଇଛି ।

Leave A Reply

Your email address will not be published.