Latest Odisha News

BREAKING NEWS

କରୋନା ଭାଇରସ ଭୟ ସତ୍ୱେ ଦକ୍ଷିଣ କୋରିଆରେ ହଜାରେ ଯୋଡା ବିବାହ କଲେ

ଗୁୟାଙ୍ଗ: କରୋନା ଭାଇରସ ଭୟ ସତ୍ୱେ ଦକ୍ଷିଣ କୋରିଆର ୟୁନିଫିକେଶନ ଚର୍ଚ୍ଚରେ ୧୦୦୦ରୁ ଊର୍ଦ୍ଧ୍ୱ ଯୋଡା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଚର୍ଚ୍ଚ ପକ୍ଷରୁ ୩୦୦୦୦ ଲୋକଙ୍କୁ ମାସ୍କ ବଂଟାଯାଇଥିଲା । କୋରିଆରେ କରୋନାର ପ୍ରଭାବ ବିଶେଷ ଭାବେ ଜଣା ପଡି ନାହିଁ ।

ରିପୋର୍ଟ ମୁତାବକ ଏଠାରେ ୨୪ ଘଟଣା ସମ୍ମୁଖକୁ ଆସିଛି ।

ଗୋଟିଏ ସ୍ଥାନରେ ଅତ୍ୟଧିକ ଲୋକ ଏକତ୍ର ରହିଲେ ଏହା ବ୍ୟାପିବା ଆଶଙ୍କା ଥିବାରୁ ଏଥିପ୍ରତି ସତର୍କତା ଅବଲମ୍ବନ କରିବା ପାଇଁ ପରାମର୍ଶ ଦିଆଯାଉଛି ।

Leave A Reply

Your email address will not be published.