Latest Odisha News

ଜୁଲାଇ ୩୦ରେ ରିଲିଜ ହେବ କ୍ରିତି ସାନନଙ୍କ ‘ମିମି’

ନୂଆଦିଲ୍ଲୀ: ଜୁଲାଇ ୩୦ରେ ରିଲିଜ ହେବ ଅଭିନେତ୍ରୀ କ୍ରିତି ସାନନଙ୍କ ଆଗାମୀ ଚଳଚ୍ଚିତ୍ର ‘ମିମି’। ପୂର୍ବରୁ ଏହି ଫିଲ୍ମକୁ ନେଇ ଅନେକ ଗୁଜବ ଶୁଣିବାକୁ ମିଳିଥିଲା। ଏଥିରେ କ୍ରିତି ଜଣେ ସରୋଗେଟ୍‌ ମଦର୍‌ ଭୂମିକାରେ ଅଭିନୟ କରିଛନ୍ତି।

ଏହାର ନିର୍ଦ୍ଦେଶନା ଦେଇଛନ୍ତି ଲକ୍ଷ୍ମଣ ଉଟେକର। ଆଜି ଫିଲ୍ମ ନିର୍ମାତା ଏହାର ରିଲିଜ ଡେଟ୍‌ ଘୋଷଣା କରିଛନ୍ତି। ‘ମିମି’ ଜୁଲାଇ ୩୦ରେ ନେଟଫ୍ଲିକ୍ସ ଏବଂ ଜିଓ ସିନେମାରେ ରିଲିଜ କରିବ।

Leave A Reply

Your email address will not be published.