ମୁମ୍ବାଇ: ଛୋଟ ପରଦାର ସବୁଠାରୁ ବେଶୀ ଲୋକପ୍ରିୟ ଶୋ’ ‘ଦି କପିଲ ଶର୍ମା ଶୋ’ କିଛି ଦିନ ହେବ ଚର୍ଚ୍ଚାରେ ରହିଆସିଛି । କିଛି ଦିନ ପୂର୍ବରୁ ଏହି ଶୋ ଜୁନ୍ ମାସରେ ବନ୍ଦ ହେବାକୁ ଯାଉଛି ବୋଲି ଆଲୋଚନା ହୋଇଥିଲା । କପିଲ ନିଜେ ଏହି ଗୁଜବ ଉପରେ ସ୍ପଷ୍ଟ କରିଥିଲେ ଯେ ଏପର୍ଯ୍ୟନ୍ତ ଏ ନେଇ କିଛି ଚୂଡାନ୍ତ ହୋଇନାହିଁ । ଏବେ ଶୋକୁ ସପନା ଦିଦି ବା କୃଷ୍ଣ ଅଭିଶେଷ ପୁର୍ନବାର ଫେରିଛନ୍ତି ,ଯାହାକୁ ନେଇ ଲୋକେ ବହୁତ ଉତ୍ସାହିତ ଅଛନ୍ତି । କପିଲ ଓ କୃଷ୍ଣଙ୍କ ମଧ୍ୟରେ ମନୋମାଳିନ ଯୋଗୁ ସେ ଗତ ସେପ୍ଟେମ୍ବରରେ ଶୋ ଛାଡ଼ି ଚାଲିଯାଇଥିଲେ । ଏବେ ସେ ପୁଣି ଥରେ ସପନା ଦିଦି ଭାବେ ଖୁବଶୀଘ୍ର ଶୋକୁ ଫେରିଛନ୍ତି ।
ଏହି ଖବର ଭାଇରାଲ ହେବା ମାତ୍ରେ କୃଷ୍ଣଙ୍କ ପ୍ରଶଂସକମାନେ ଆନନ୍ଦିତ ହୋଇଛନ୍ତି । କୃଷ୍ଣ କହିଛନ୍ତି ଯେ, ଶୋ ଛାଡ଼ି ଚାଲିଯିବା ଠିକ୍ ହୋଇ ନ ଥିଲା । କାରଣ ପ୍ରଶଂସକମାନେ ମୋର ଅଭିନୟକୁ ବହୁତ ପସନ୍ଦ କରୁଥିଲେ । ଫିକୁ ନେଇ କିଛି ବିବାଦ ଦେଖାଦେଇଥିଲା । ଏବେ ଏହା ସମାଧାନ ହୋଇଯାଇଛି । ୨୪ ତାରିଖରୁ ସୁଟିଂ ବି ଆରମ୍ଭ କରିଛି ବୋଲି କହିଛନ୍ତି ।
BREAKING NEWS
- ଋତୁସ୍ରାବଜନିତ ସ୍ୱାସ୍ଥ୍ୟ ଅଭିଯାନ; ୧୦ ହଜାରରୁ ଅଧିକ ମହିଳାଙ୍କୁ କିଟ୍ ଓ ସଚେତନତା ବାଣ୍ଟିଲା ଟିପିଏସ୍ଓଡିଏଲ୍
- ବିଜେଡିକୁ ଶକ୍ତ ଝଟ୍କା, ଇସ୍ତଫା ଦେଲେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା
- ଅପରେସନ ସାଇବର କବଚ: ୩୪,୧୦୧ଟି ବେନାମୀ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ, ୩୩୬ ଜଣ ଗିରଫ
- ଏଥର ଟି୨୦ରେ ବୁମରାହଙ୍କୁ କମ ଦେଖିବାକୁ ମିଳିବ
- ଟି୨୦ ବିଶ୍ୱକପ: ଭାଙ୍ଗିଲା ଏହି ସବୁ ରେକର୍ଡ
- ଗୁଜରାଟ ଟାଇଟାନ୍ସର ବ୍ୟାଟିଂ କୋଚ ହେଲେ ମାଥ୍ୟୁ ହେଡେନ
- Nyaya Sanhita Exhibition: ଆଉ ଦୁଇ ଦିନ ବଢିଲା ଭାରତୀୟ ନ୍ୟାୟ ସଂହିତା ପ୍ରଦର୍ଶନୀ
- ଭିତ୍ତିଭୂମି ନିର୍ମାଣରେ ଓଡ଼ିଶା ତୁଳନାରେ ଆଗୁଆ ଅଛି ଆନ୍ଧ୍ର: ବିଦ୍ୟୁତ ରିପୋର୍ଟ
- ରାଜ୍ୟରେ ଦାଦନ ଶ୍ରମିକ ବୃଦ୍ଧି, ବର୍ଷକରେ ବଢିଲେଣି ୨୨ ହଜାର ପ୍ରବାସୀ
- Youth Commits Suicide: ପୋଲିସର ନିର୍ଯାତନା ସହି ନପାରି ଯୁବକଙ୍କ ଆତ୍ମହତ୍ୟା
Comments are closed.