Latest Odisha News

BREAKING NEWS

ଉନ୍ମୋଚିତ ହେବ ସୂର୍ଯ୍ୟମଣି ମିଶ୍ରଙ୍କ ‘କ୍ଷମତାର ଚରିତ୍ର’

ଭୁବନେଶ୍ୱର : ପେନ ଇନ୍ ବୁକ୍ସ ଆନୁକୂଲ୍ୟରେ ଆସନ୍ତା ୨୦ ନଭେମ୍ବରରେ ସ୍ଥାନୀୟ ଏକ ହୋଟେଲରେ ପ୍ରାବନ୍ଧିକ ସୂର୍ଯ୍ୟମଣି ମିଶ୍ରଙ୍କ ପ୍ରବନ୍ଧ ସଙ୍କଳନ “କ୍ଷମତାର ଚରିତ୍ର” ଉନ୍ମୋଚିତ ହେବ ବୋଲି ସୂଚନା ଦିଆଯାଇଛି।

ଏହି କାର୍ଯ୍ୟକ୍ରମରେ ବରିଷ୍ଠ କବି ହର ପ୍ରସାଦ ଦାସ, କଥାଶିଳ୍ପୀ ଦାଶ ବେହେହୁର, ବରିଷ୍ଠ ସାମ୍ବାଦିକ ଭାସ୍କର ପରିଚ୍ଛା, ଯୁବ ଉଦ୍ୟୋଗୀ ଗୌରୀ ଶଙ୍କର ମହାପାତ୍ର , ଲେଖକ ସୂର୍ଯ୍ୟମଣି ମିଶ୍ର ଏବଂ ପ୍ରକାଶକ ଶୁଭ୍ରାଂଶୁ ପଣ୍ଡା ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

Comments are closed.