Latest Odisha News

BREAKING NEWS

କିଭଳି ପତ୍ନୀ ସୋହା ଅଲ୍ଲୀ ଖାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପତି କୁନାଲ୍

ମୁମ୍ବାଇ: ରବିବାର ଅର୍ଥାତ୍ ଆଜି ବଲିଉଡ୍ ଅଭିନେତ୍ରୀ ସୋହା ଅଲ୍ଲୀ ଖାନ୍‌ଙ୍କ ଜନ୍ମଦିନ। ଏହି ଅବସରରେ ପତି କୁନାଲ୍‌ ସୋସିଆଲ୍‌ ମିଡିଆରେ ସୋହା ଏବଂ ତାଙ୍କର ଏକ ଫଟୋ ପୋଷ୍ଟ କରି ସେଥିରେ ଏକ ହୃଦୟସ୍ପର୍ଶୀ ବାର୍ତ୍ତା ଲେଖିଛନ୍ତି।

https://www.instagram.com/p/CF6BaFWn4yt/?utm_source=ig_embed

ସେ ଲେଖିଛନ୍ତି ‘’ସେ ହେଉଛନ୍ତି ଏକମାତ୍ର ଯିଏ ମୋ ଭିତରେ ଥିବା ସମସ୍ତ ଭାବନାକୁ ଜାଗ୍ରତ କରିପାରନ୍ତି, ତାଙ୍କ ହସ ମତେ ଖୁସି କରାଏ ଏବଂ ଯେତେବେଳେ ମୁଁ ଦୁଃଖିତ ଥାଏ ସେତେବେଳେ ସେ ମୋ ପାଇଁ କିରଣ ସାଜିଥାନ୍ତି, ଆଉ ଯେତେବେଳେ ମୋ ଶବ୍ଦ ସରିଯାଏ ସେତେବେଳେ ସେ ପାଇଁ ଡିକ୍‌ସନାରି’’ ହୋଇଥାନ୍ତି।

ଅଭିନେତ୍ରୀ କରିନା କପୁର ଖାନ୍ ମଧ୍ୟ ବେଶ୍‌ ନିଆରା ଢଙ୍ଗୀରେ ସୋହାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି।

Comments are closed.