Latest Odisha News

BREAKING NEWS

ବାହା ହେଲେ ଲୋକପ୍ରିୟ ଅଭିନେତ୍ରୀ ଶ୍ରଦ୍ଧା

ମୁମ୍ବାଇ: ଲୋକପ୍ରିୟ ଟେଲି ଧାରାବାହିକ ‘କୁଣ୍ଡ୍‌ଲି ଭାଗ୍ୟ’ରେ ପ୍ରୀତା ଚରିତ୍ରରେ ଅଭିନ୍ର କରୁଥିବା ତଥା ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଶ୍ରଦ୍ଧା ଆର୍ଯ୍ୟା ୧୬ ନଭେମ୍ବରରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେ ତାଙ୍କ ବଏ୍‌ଫ୍ରେଣ୍ଡ ରାହୁଲ ଶର୍ମାଙ୍କୁ ବାହା ହୋଇଛନ୍ତି।

ଶ୍ରଦ୍ଧାଙ୍କ ସ୍ୱାମୀ ଭାରତୀୟ ନୌସେନାରେ ଅଛନ୍ତି। ବିବାହ ପୂର୍ବରୁ ଶ୍ରଦ୍ଧା ତାଙ୍କ ସ୍ୱାମୀଙ୍କ ବିଷୟରେ କୌଣସି ସୂଚନା ଦେଇ ନ ଥିଲେ। ଶ୍ରଦ୍ଧାଙ୍କ ବିବାହର ଅନେକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ସେ ବରର ପୋଷାକରେ ବହୁତ ସୁନ୍ଦର ଦେଖାଯାଉଛନ୍ତି।

Comments are closed.