Latest Odisha News

BREAKING NEWS

‘ଲଲାଟେନ୍ଦୁ ରଥଙ୍କ ତିନୋଟି ନାଟକ’ ଉନ୍ମୋଚିତ

ଭୁବନେଶ୍ୱର : ନାଟ୍ୟକାର ଲଲାଟେନ୍ଦୁ ରଥଙ୍କ ଦ୍ୱାରା ରଚିତ ତଥାଅଗ୍ରଦୂତ ପ୍ରକାଶନୀ ଦ୍ୱାରା ପ୍ରକାଶିତ ନାଟ୍ୟ ପୁସ୍ତକ ‘ଲଲାଟେନ୍ଦୁ ରଥଙ୍କ ତିନୋଟି ନାଟକ’ ପୁସ୍ତକ ସ୍ଥାନୀୟ ବୁଦ୍ଧମନ୍ଦିର ପରିସରରେ ଉନ୍ମୋଚିତ ହୋଇଯାଇଛି ।

ପ୍ରକାଶିକା ମଧୁମିତା ମହାନ୍ତିଙ୍କ ପରିଚାଳନାରେ ଆୟୋଜିତ ଏହି ଉତ୍ସବରେ ନାଟ୍ୟକାର ଲଲାଟେନ୍ଦୁ ରଥ, ସଂଘମିତ୍ରା ମିଶ୍ର, ନବୀନ ପରିଡା ଏବଂ ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ ସୁବୋଧ ପଟ୍ଟନାୟକ ଅତିଥି ଭାବରେ ଯୋଗ ଦେଇଥିଇଲେ । ଏହି ପୁସ୍ତକଟି ଓଡ଼ିଶାର ବିଭିନ୍ନ ପୁସ୍ତକ ଭଣ୍ଡାରରେ ଉପଲବ୍ଧ ହେବା ସହିତ ଏହା ଅନ୍‌ଲାଇନ ମାଧ୍ୟମରେ ମଧ୍ୟ ପାଠକ ଏହା ପାଇପାରିବେ ବୋଲି ଶ୍ରୀମତୀ ମହାନ୍ତି ସୂଚନା ଦେଇଥିଲେ ।

Leave A Reply

Your email address will not be published.