ଦିଲ୍ଲୀ : ପୁଣି ବିଗିଡିଲା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା । ତାଙ୍କ ସ୍ୱାସ୍ଥ୍ୟଅବସ୍ଥା ଗୁରୁତର ହେବାରୁ ତାଙ୍କୁ ରାଞ୍ଚିରୁ ଦିଲ୍ଲୀ ଏମ୍ସ ସ୍ଥାନାନ୍ତର କରାଯିବ । ଲାଲୁଙ୍କ କିଡନୀ ଓ ହାର୍ଟରେ ସମସ୍ୟା ଥିଲା । ସେ କିଛି ଦିନ ହେବ ରାଞ୍ଜି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।ହେଲେ ତାଙ୍କ ଉତ୍ତମ ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀ ଏମ୍ସ ପଠାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି ।ଲାଲୁଙ୍କ ସ୍ଥାସ୍ୟାବସ୍ଥା ଦିନକୁ ଦିନ ଖରାପ ହେବାରେ ଲାଗିଛି । ପୂର୍ବରୁ ଲାଲୁଙ୍କୁ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସ ପଠାଯାଇଥିଲା ।ଏବେ ପୁଣି ଥରେ ପଠାଯିବ ବୋଲି ଡାକ୍ତର ଡାକ୍ତର କାମେଶ୍ୱର କହିଛନ୍ତି । ତାଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତର କରାଯିବ ବୋଲି ସୂଚନା ମିଳିଛି ।
BREAKING NEWS
- Ratna Bhandar: ପ୍ରଥମଦିନର ଗଣତି ମଣତି ପ୍ରକ୍ରିୟା ଶେଷ,ଅଳଙ୍କାର ବିଷୟରେ ସୂଚନା ନଦେବା ପାଇଁ ନିର୍ଦ୍ଦେଶ
- India not a dalal nation:”ଆମେ ପାକିସ୍ତାନ ପରି ଦଲାଲ ହୋଇପାରିବୁ ନାହିଁ”
- Jagannath Temple: ଶ୍ରୀମନ୍ଦିର ଉପରେ ଚକ୍କର କାଟିଲା ୨ଟି ଡ୍ରୋନ୍ ;୨ ଅଟକ
- ବିଜେଡିକୁ ଫେରିଲେ ରଘୁନାଥ ମହାନ୍ତି ଓ ଜୀବନ ପ୍ରଦୀପ ଦାସ
- ହର୍ଷିତଙ୍କ ବଦଳ ଖେଳାଳି ଭାବେ ସାମିଲ ହେଲେ ନବଦୀପ
- NASSCOM Awards: ସିଏସ୍ଏମ୍ ଟେକ୍ନୋଲୋଜିସ୍ କୁ GovTech ସମ୍ମାନ
- ଆଇପିଏଲ: ଆସନ୍ତୁ ଜାଣିବା କେଉଁ ଦଳ ଜିତିନି ଟାଇଟଲ
- CPET 2026:ଏହି ତାରିଖରୁ ଆରମ୍ଭ ହେବ CPET ପ୍ରବେଶିକା ପରୀକ୍ଷା;ଆବେଦନ କଲେ ୫୮,୭୦୮ ଜଣ ଛାତ୍ରଛାତ୍ରୀ
- ରସେଲଙ୍କ ୧୨ ନମ୍ବର ଜର୍ସିକୁ ଦିଆଗଲା ଅବସର
- Global arms smuggling network:ଦିଲ୍ଲୀରେ ଚୀନ୍, ଜର୍ମାନୀ ଏବଂ ତୁର୍କୀରେ ତିଆରି ହାଇଟେକ୍ ଅସ୍ତ୍ରଶସ୍ତ୍ର ଉଦ୍ଧାର;ରହିଛି ପାକ୍ ଲିଙ୍କ, ୧୦ ଗିରଫ
Comments are closed.