Latest Odisha News

BREAKING NEWS

ବାଘ ଛାଲ ଡିଲ୍ ବେଳେ ମାଡ଼ି ବସିଲା ବନ ବିଭାଗ, ୨ ଗିରଫ

ଦେବଗଡ଼: ବାଘଛାଲ ବିକ୍ରି ପାଇଁ ଡିଲ ହେଉଥିବା ବେଳେ ବନ ବିଭାଗର ଚଢଉ । ଦେବଗଡ଼ ବନଖଣ୍ଡ ରିଆମାଳ ଫରେଷ୍ଟରେଞ୍ଜ ବ୍ରାହ୍ମଣିପାଲ ଗାଁ ନିକଟରୁ ବାଘ ଛାଲ ଜବତ ହୋଇଛି । କଲରାପତରିଆ ବାଘ ଛାଲ ବିକ୍ରି ପାଇଁ ଡିଲ ଚାଲିଥିବା ବେଳେ ବନ ବିଭାଗ ଚଢଉ କରିଥିଲା । ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି ।

ବାଘ ଛାଲ ବିକ୍ରି ନେଇ ମୁଲଚାଲ ଚାଲିଥିବା ବିଶେଷ ସୂତ୍ରରୁ ଖବର ପାଇଥିଲା ବନ ବିଭାଗ । ପୂର୍ବ ଯୋଜନା ଅନୁସାରେ ଡିଲେ ବେଳେ ମାଡ଼ି ବସିଥିଲ । ଅଭିଯୁକ୍ତଙ୍କୁ ଅଧିକ ପଚରାଉଚରା ସହ ଖୋଳତାଡ ଜାରି ରହିଛି । ବାଘ ଛାଲ ରାକେଟ୍ ଚେର ରାଜ୍ୟ ବାହାରକୁ ଲମ୍ବିଛି କି ନାହିଁ ତଦନ୍ତ ଚଳାଇଛି ବନ ବିଭାଗ ।

Leave A Reply

Your email address will not be published.