Latest Odisha News
Browsing Tag

Tiger Skin

ଶିକାରୀଙ୍କ ଟାର୍ଗେଟରେ ବାଘ; ବାରିପଦା ପରେ ମାଲକାନଗିରିରୁ ଜବତ ହେଲା ବାଘ ଛାଲ

ମାଲକାନଗିରି : ଶିକାରୀଙ୍କ ଟାର୍ଗେଟରେ ବାଘ ।   ବାଘ ମାରି ବିକ୍ରି କରୁଛନ୍ତି ବାଘ ଛାଲ । ବନ ବିଭାଗ ଆଖି ସାମ୍ନାରେ ଏପରି କାମ ବାରମ୍ବାର ଘଟିଚାଲିଛି । ଗତକାଲି ବାରିପଦାରୁ ବାଘ ଛାଲ ଜବତ ହେବା ପରେ ଆଜି ମାଲକାନଗିରିରୁ  ଜବତ ହୋଇଛି ବାଘ ଛାଲ । ମାଲକାନଗିରି ଜିଲ୍ଲା ମୋଟୁ…

ବାଘ ଛାଲ ଜବତ, ଜଣେ ଅଟକ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ଆର୍‌.ଉଦୟଗିରି ବ୍ଲକ ରାମଗିରି ବନବିଭାଗ ପକ୍ଷରୁ ବାଘ ଛାଲ ଜବତ । ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ସଂଗ୍ରାମ କେଶରୀ ବେହେରାଙ୍କ ନିର୍ଦ୍ଦେଶରେ ଏସିଏଫ୍ ଗୌରୀପ୍ରସାଦ ରଥଙ୍କ ତତ୍ତ୍ୱାବଧାନରେ…

ବାଘ ଛାଲ ଡିଲ୍ ବେଳେ ମାଡ଼ି ବସିଲା ବନ ବିଭାଗ, ୨ ଗିରଫ

ଦେବଗଡ଼: ବାଘଛାଲ ବିକ୍ରି ପାଇଁ ଡିଲ ହେଉଥିବା ବେଳେ ବନ ବିଭାଗର ଚଢଉ । ଦେବଗଡ଼ ବନଖଣ୍ଡ ରିଆମାଳ ଫରେଷ୍ଟରେଞ୍ଜ ବ୍ରାହ୍ମଣିପାଲ ଗାଁ ନିକଟରୁ ବାଘ ଛାଲ ଜବତ ହୋଇଛି । କଲରାପତରିଆ ବାଘ ଛାଲ ବିକ୍ରି ପାଇଁ ଡିଲ ଚାଲିଥିବା ବେଳେ ବନ ବିଭାଗ ଚଢଉ କରିଥିଲା । ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ…

ବାଘ ଛାଲ ଚାଲାଣ, ଜଣେ ଗିରଫ

ବୌଦ୍ଧ: STF ପଞ୍ଝାରେ ବାଘଛାଲ ବେପାରୀ । ବାଘ ଛାଲ ଚାଲାଣ ବେଳେ ମାଡି ବସିଲା ଏସଟିଏଫ । ମନମୁଣ୍ଡା ଥାନା କପାସିରାରେ ପ୍ଲାଷ୍ଟିକ ବସ୍ତାରେ ଚାଲାଣ ବେଳେ ଧରିଲା ଏସଟିଏଫ । ଜଣେ ଚାଲାଣକାରୀ ଗିରଫ ୨ଟି ବାଘ ଛାଲ ଜବତ । ଗିରଫ ଅଭିଯୁକ୍ତ ହେଲା ଲୁନ୍ଦ୍ରା ଗାଁର ଜୀବର୍ଦ୍ଧନ ଭୋଇ। ବାଘ…

କଲରା ପତରିଆ ବାଘ ଛାଲ ଜବତ ମାମଲାରେ ଡେପୁଟି ରେଂଜରଙ୍କ ପୁଅ ଗିରଫ

ବାରିପଦା: ବିଗତ ଦିନରେ ବାରିପଦା ଦିବ୍ୟା ହୋଟେଲରୁ କରଲା ପତରିଆ ବାଘ ଛାଲ ଜବତ ଘଟଣା ସମଗ୍ର ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିଲା । ଏହି ମାମଲାରେ ତିନିଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଗିରଫ ୩ ଅଭିଯୁକ୍ତଙ୍କୁ ବାରିପଦା ବନବିଭାଗ ଗତକାଲି କୋର୍ଟ ଚାଲାଣ କରିଥିଲା ।…

ଚାଲିଥିଲା ବାଘଛାଲ ଡିଲ୍‌, ମାଡିବସିଲା ବାରିପଦା ବନ ବିଭାଗ

ବାରିପଦା: ମୟୁରଭଂଜ ଜିଲ୍ଲାରେ ଚାଂଚଲ୍ୟ ଖେଳାଇଛି ବାଘଛାଲ ଡିଲ୍ । ଏହି ମାମଲାରେ ବାରିପଦା ବନ ବିଭାଗ ହାତରେ ଧରାପଡିଛନ୍ତି ଦୁଇ ଅଭିଯୁକ୍ତ । ଅଧିକ ତଥ୍ୟ ପାଇଁ ଗିରଫ ଅଭିଯୁକ୍ତଙ୍କୁ ପଚରାଉଚରା ଜାରି ରହିଛି । ବାରିପଦାର ଏକ ହୋଟେଲରେ ଚାଲିଥିଲା ବାଘଛାଲ ଡିଲ୍ । କୌଣସି ସୁତ୍ରରୁ ଖବର ପାଇ…

ବାଘ ଚମଡ଼ା ଜବତ, ବେପାରୀ ଫେରାର

ନବରଙ୍ଗପୁର: ବାଘ ଚମଡ଼ା ଡିଲ୍ ବେଳେ ମାଡ଼ି ବସିଲା ବନ ବିଭାଗ ଟିମ୍ । ନବରଙ୍ଗପୁର ବନ ବିଭାଗର ସ୍ୱତନ୍ତ୍ର ସ୍କ୍ୱାଡ୍ ରାଇଘର ଅଞ୍ଚଳରୁ ଗୋଟିଏ ବାଘ ଚମଡ଼ା ଜବତ କରିଛି । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ନବରଙ୍ଗପୁର ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶରେ ରାଇଘର ବନାଞ୍ଚଳ ଅଧିକାରୀ ସୁକୁମାର…

ଗୋଟିଏ ବାଘ ଛାଲ ଓ ୨ଟି ହାତୀଦାନ୍ତ ଜବତ, ୩ ଜଣ ଗିରଫ

କେନ୍ଦୁଝର: ବାଘ ଛାଲ ଓ ହାତୀ ଦାନ୍ତ ବିକ୍ରି ପାଇଁ ଡିଲ୍ ଚାଲିଥିଲା । ଖବର ପାଇଁ ପହଞ୍ଚିଥିଲା କ୍ରାଇମବ୍ରାଞ୍ଚ ଏସଟିଏଫ । ଗୋଟିଏ ବାଘ ଛାଲ ଓ ଦୁଇଟି ହାତୀ ଦାନ୍ତ ଜବତ କରାଯାଇଛି । ଏହି ଘଟଣାରେ ୩ ଜଣଙ୍କୁ ବାନ୍ଧିଛି ଏସଟିଏଫ୍ । କେନ୍ଦୁଝର ଆରଟିଓ ଅଫିସ ପାଖରେ ଚଢ଼ାଉ କରିଥିଲା ଏସଟିଏଫ୍ ।…