Latest Odisha News

BREAKING NEWS

୩ ବର୍ଷରେ ବଜ୍ରପାତ ନେଲାଣି ୪୮ ଜୀବନ

ଢେଙ୍କାନାଳ: ଗତ ତିନି ବର୍ଷ ମଧ୍ୟରେ ଢେଙ୍କାନାଳରେ ହୋଇଥିବା ବଜ୍ରପାତରେ ପ୍ରାୟ ୪୮ ଜଣଙ୍କ ଜୀବନ ଯାଇଛି। ଏନେଇ ଡିଷ୍ଟ୍ରିକ୍ଟ ଇମରଜେନ୍ସି ଓ୍ବିଙ୍ଗ୍ କହିଛି।

BjdElectrycity

ଶଶାଙ୍କ ଶେଖର ମିଶ୍ର ନାମକ ଜଣେ ଅଧିକାରୀ କହିଛନ୍ତି ଯେ ପୀଡିତଙ୍କୁ କ୍ଷତିପୂରଣ ପ୍ରଦାନ କରାଯାଇଥିଲା ବେଳେ ଆବଶ୍ୟକୀୟ ଦସ୍ତାବିଜ ଦାଖଲ କରି ନ ଥିବାରୁ ଆଉ କେତେକଙ୍କୁ ଏଯାବତ୍ କ୍ଷତିପୂରଣ ମିଳିପାରିନାହିଁ।

Light to Moderate Thunderstorm with Lightning Warning

ରିପୋର୍ଟ ଅନୁଯାୟୀ, ଜିଲ୍ଲାର କାମାକ୍ଷାନଗର, ଭୁବନ, କଙ୍କଡ଼ାହାଡ଼, ହିନ୍ଦୋଲ, ପରଜଙ୍ଗ, ଓଉପଡା ଏବଂ ଗୋଣ୍ଡିଆ ବ୍ଲକରେ ଏହି ମୃତ୍ୟୁ ଘଟିଛି।

ମୃତ୍ୟୁବରଣ କରିଥିବା ପ୍ରତ୍ୟେକଙ୍କୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରାଯାଇଛି। ଗୁରୁତର ଆହତ ହୋଇଥିବା ବ୍ୟକ୍ତିଙ୍କୁ ୧୨,୦୦୦ ଟଙ୍କା ଏବଂ ସାମାନ୍ୟ ଆହତ ଲୋକଙ୍କୁ ୪,୦୦୦ ଟଙ୍କା ପ୍ରଦାନ କରାଯାଇଥିଲା ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି।

ତେବେ ଏପରି ବିପର୍ଯ୍ୟୟକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକଙ୍କ ମଧ୍ୟରେ ସଚେତନତା ଅଭିଯାନ ଗ୍ରହଣ କରାଯାଉନାହିଁ ବୋଲି ସାଧାରଣରେ ଅଭିଯୋଗ କରାଯାଇଛି।

Leave A Reply

Your email address will not be published.