ଦେଖନ୍ତୁ ଲିସା ହେଡନଙ୍କ ସର୍ଫିଂ ଅବତାର
ନୂଆଦିଲ୍ଲୀ: ଅଭିନେତ୍ରୀ ଲିସା ହେଡନଙ୍କର ରହିଛି କିଛି ନିଆରା ଅଭ୍ୟାସ । ସମୁଦ୍ର ଲହଡି ମଧ୍ୟରେ ସର୍ଫିଂ କରିବାକୁ ସେ ବହୁତ ଭଲପାଆନ୍ତି । ଏହିପରି କିଛି ଫଟୋ ଏବେ ଇଣ୍ଟରନେଟ ସାରା । ଲିସାଙ୍କୁ ଏକ ସ୍ୱିମ ସୁଟରେ ସର୍ଫିଂ କରୁଥିବାର ଦେଖିବାକୁ ମିଳିଛି ।
ସୋମବାର ଏକ ପୋଷ୍ଟରେ ଲିସା ହେଡନ୍ ତାଙ୍କ ସର୍ଫିଙ୍ଗର ଏକ ଫଟୋ ସହିତ ଲେଖିଛନ୍ତି- “Friday nights.”
ଦେଖନ୍ତୁ ପୋଷ୍ଟ ଗୁଡିକ:
ଗତବର୍ଷ ଗର୍ଭବତୀ ହେବା ଆଗରୁ ମଧ୍ୟ ଲିସା ସର୍ଫିଂଙ୍କୁ ନେଇ ତାଙ୍କର ଦୁର୍ବଳତା ବିଷୟରେ କହିଥିଲେ ।
ନିଜ ଫିଟ ଦେହ ଓ ନିଆରା ଅନ୍ଦାଜ ପାଇଁ ଜଣାଶୁଣା ଲିସା ହେଡନଙ୍କୁ ‘କୁଇନ’, ‘ରାସକଲ’, ‘ଆଇସା’, ‘ହାଉସଫୁଲ ୩’, ‘ଏ ଦିଲ ହୈ ମୁସ୍କିଲ’ ଆଦି ଚଳଚ୍ଚିତ୍ରରେ କାମ କରିଛନ୍ତି । ଏହା ଛଡା ୱେବ ଶୋ ‘ଦ ଟ୍ରିପ’ ଓ ‘ଟପ ମଡେଲ ଇଣ୍ଡିଆ’ ରେ ଲିସାଙ୍କୁ ଦେଖିବାକୁ ମିଳିଥିଲା ।
Comments are closed.