Latest Odisha News

BREAKING NEWS

ଓଡ଼ିଆ ବର୍ଣ୍ଣମାଳା

ଦେବାଶିଷ ମହାପାତ୍ରଙ୍କ ବ୍ୟାକରଣ ବିଭାଗ

କ- କଣ୍ଠ୍ୟ ସ୍ପର୍ଶ ଅଘୋଷ ଅଳ୍ପପ୍ରାଣ ନିରୁନାସିକ ବ୍ୟଞ୍ଜନ ବର୍ଣ୍ଣ ।
ଖ- କଣ୍ଠ୍ୟ ସ୍ପର୍ଶ ଅଘୋଷ ମହାପ୍ରାଣ ନିରୁନାସିକ ବ୍ୟଞ୍ଜନ ବର୍ଣ୍ଣ ।
ଗ- କଣ୍ଠ୍ୟ ସ୍ପର୍ଶ ସଘୋଷ ଅଳ୍ପପ୍ରାଣ ନିରୁନାସିକ ବ୍ୟଞ୍ଜନ ବର୍ଣ୍ଣ ।
ଘ- କଣ୍ଠ୍ୟ ସ୍ପର୍ଶ ସଘୋଷ ମହାପ୍ରାଣ ନିରୁନାସିକ ବ୍ୟଞ୍ଜନ ବର୍ଣ୍ଣ ।
ଙ- କଣ୍ଠ୍ୟ ସ୍ପର୍ଶ ସଘୋଷ ଅଳ୍ପପ୍ରାଣ ନାସିକ୍ୟ ବ୍ୟଞ୍ଜନ ବର୍ଣ୍ଣ ।
ଚ- ତାଲବ୍ୟ ସ୍ପର୍ଶ-ସଂଘର୍ଷୀ ଅଘୋଷ ଅଳ୍ପପ୍ରାଣ ନିରୁନାସିକ ବର୍ଣ୍ଣ ।

ଛ- ତାଲବ୍ୟ ସ୍ପର୍ଶ-ସଂଘର୍ଷୀ ଅଘୋଷ ମହାପ୍ରାଣ ନିରୁନାସିକ ବର୍ଣ୍ଣ ।
ଜ- ତାଲବ୍ୟ ସ୍ପର୍ଶ-ସଂଘର୍ଷୀ ସଘୋଷ ଅଳ୍ପପ୍ରାଣ ନିରୁନାସିକ ବର୍ଣ୍ଣ ।
ଝ- ତାଲବ୍ୟ ସ୍ପର୍ଶ ସଂଘର୍ଷୀ ସଘୋଷ ମହାପ୍ରାଣ ନିରୁନାସିକ ବର୍ଣ୍ଣ ।
ଞ- ନ୍ୟସିକ୍ୟ ସଂଯୁକ୍ତ ବ୍ୟଞ୍ଜନ ବର୍ଣ୍ଣ ।
ଟ- ଅଘୋଷ ଅଳ୍ପପ୍ରାଣ ମୂର୍ଦ୍ଧନ୍ୟ ବ୍ୟଞ୍ଜନ ବର୍ଣ୍ଣ ।
ଠ- ଅଘୋଷ ମହାପ୍ରାଣ ମୂର୍ଦ୍ଧନ୍ୟ ବ୍ୟଞ୍ଜନ ବର୍ଣ୍ଣ ।
ଡ- ସଘୋଷ ଅଳ୍ପପ୍ରାଣ ଉତ୍‌କ୍ଷିପ୍ତ ମୂର୍ଦ୍ଧନ୍ୟ ବ୍ୟଞ୍ଜନ ବର୍ଣ୍ଣ ।
ଢ- ସଘୋଷ ମହାପ୍ରାଣ ଉତ୍‌କ୍ଷିପ୍ତ ମୂର୍ଦ୍ଧନ୍ୟ ବ୍ୟଞ୍ଜନ ବର୍ଣ୍ଣ ।
ଣ- ନାସିକ୍ୟ ମୂର୍ଦ୍ଧନ୍ୟ ବ୍ୟଞ୍ଜନ ବର୍ଣ୍ଣ ।
ତ- ଅଘୋଷ ଅଳ୍ପପ୍ରାଣ ଦନ୍ତ୍ୟ ବ୍ୟଞ୍ଜନ ବର୍ଣ୍ଣ ।
ଥ- ଅଘୋଷ ମହାପ୍ରାଣ ଦନ୍ତ୍ୟ ବ୍ୟଞ୍ଜନ ବର୍ଣ୍ଣ ।
ଦ- ସଘୋଷ ଅଳ୍ପପ୍ରାଣ ଦନ୍ତ୍ୟ ବ୍ୟଞ୍ଜନ ବର୍ଣ୍ଣ ।
ଧ- ସଘୋଷ ମହାପ୍ରାଣ ଦନ୍ତ୍ୟ ବ୍ୟଞ୍ଜନ ବର୍ଣ୍ଣ ।
ନ- ନାସିକ୍ୟ ବର୍ତ୍ସ୍ୟ ବ୍ୟଞ୍ଜନ ବର୍ଣ୍ଣ ।
ପ- ଅଘୋଷ ଅଳ୍ପପ୍ରାଣ ଓଷ୍ଠ୍ୟ ସ୍ପର୍ଶ ବ୍ୟଞ୍ଜନ ବର୍ଣ୍ଣ ।
ଫ- ଅଘୋଷ ମହାପ୍ରାଣ ଓଷ୍ଠ୍ୟ ସ୍ପର୍ଶ ବ୍ୟଞ୍ଜନ ବର୍ଣ୍ଣ ।
ବ- ସଘୋଷ ଅଳ୍ପପ୍ରାଣ ଓଷ୍ଠ୍ୟ ବ୍ୟଞ୍ଜନ ବର୍ଣ୍ଣ ।
ଭ- ସଘୋଷ ମହାପ୍ରାଣ ଓଷ୍ଠ୍ୟ ବ୍ୟଞ୍ଜନ ବର୍ଣ୍ଣ ।
ମ- ଓଷ୍ଠ୍ୟ ନାସିକ୍ୟ ବ୍ୟଞ୍ଜନ ବର୍ଣ୍ଣ ।
ଯ- (ଅନ୍ୟନାମ ଅନ୍ତଃସ୍ଥ ବା ଅବର୍ଗ୍ୟ ଯ) ସଘୋଷ ଅଳ୍ପପ୍ରାଣ ତାଲବ୍ୟ ସ୍ପର୍ଶ
ସଂଘର୍ଷୀ ବ୍ୟଞ୍ଜନ ବର୍ଣ୍ଣ ।
ର- ସଘୋଷ ବର୍ତ୍ସ୍ୟ ଲୋଡ଼ିତ ବର୍ଣ୍ଣ ।
ୟ- ସଘୋଷ ତାଲବ୍ୟ ଅର୍ଦ୍ଧସ୍ୱର ବର୍ଣ୍ଣ ।
ଲ- ସଘୋଷ ବର୍ତ୍ସ୍ୟ ପାଶ୍ୱିକ ବ୍ୟଞ୍ଜନ ବର୍ଣ୍ଣ ।
ଳ- ସଘୋଷ ମୂର୍ଦ୍ଧନ୍ୟ ପାଶ୍ୱିର୍କ ବ୍ୟଞ୍ଜନ ବର୍ଣ୍ଣ ।
ୱ- ଅବର୍ଗ୍ୟ ଅର୍ଦ୍ଧବ୍ୟଞ୍ଜନ ବା ଅର୍ଦ୍ଧସ୍ୱର ବର୍ଣ୍ଣ
ଶ- ମହାପ୍ରାଣ ତାଲବ୍ୟ ବ୍ୟଞ୍ଜନ ବର୍ଣ୍ଣ ।
ଷ- ଅବର୍ଗ୍ୟ ବ୍ୟଞ୍ଜନ ବର୍ଣ୍ଣ ।
ସ- ଅଘୋଷ ବର୍ତ୍ସ୍ୟ ସଂଘର୍ଷୀ ବ୍ୟଞ୍ଜନ ବର୍ଣ୍ଣ ।
ହ- ସଘୋଷ କାକଲ୍ୟ ସଂଘର୍ଷୀ ବ୍ୟଞ୍ଜନ ବର୍ଣ୍ଣ ।
କ୍ଷ- ସଂଯୁକ୍ତ ବର୍ଣ୍ଣ ।

 

 

Leave A Reply

Your email address will not be published.