Latest Odisha News

BREAKING NEWS

Browsing Category

Culture

Lord Jagannath’s Black Face: କାହିଁକି କଳା ଆମ କାଳିଆ ସୁନା?

ପୁରୀ: ଆଉ ମାତ୍ର ମଝିରେ ଗୋଟିଏ ଦିନ, ବଡଦାଣ୍ଡରେ ମିଶିବ ଭକ୍ତ ଏବଂ ଭଗବାନଙ୍କ ବେନିନୟନ । ଯାହାପାଇଁ ବ୍ୟାକୁଳ ଭକ୍ତଙ୍କ ମନ । ସେ ପୁରୀ ରଥଯାତ୍ରା ହେଉ କି ସ୍ନାନ ପୂର୍ଣ୍ଣିମା, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବେଳେ ପ୍ରାୟ ପ୍ରତ୍ୟେକ ଭକ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ନିଶ୍ଚୟ ଆସେ,…

Raja 2026: ରଜ ପାଳୁଛି ଓଡିଶା: ଦୋଳିର ତାଳେ ତାଳେ, ପୋଡପିଠାର ମଜା ନେଇ ହସୁଛି, ବିଶ୍ରାମ ନେଉଛି ଧରିତ୍ରୀ…

ଭୁବନେଶ୍ବର: ବର୍ଷାର ପ୍ରଥମ ଛୁଆଁ, ମାଟିର ସୁଗନ୍ଧ ଏବଂ ଆମ୍ବ ବଗିଚାରେ ଝୁଲୁଥିବା ରଙ୍ଗିନ ଦୋଳି...ଏହି ସବୁକିଛି ସହ ଆସେ ଓଡ଼ିଶାର ଗଣପର୍ବ ରଜ। ଯେଉଁଠି ଆଜି ବି ଋତୁସ୍ରାବ କଥା ପଡିଲେ ମଣିଷ ଟିକେ ଅସହଜ ହୋଇଉଠେ, ସେଠି ରାଜ୍ୟ ଓଡିଶା ଏହାକୁ ଧୁମଧାମରେ ପାଳନ କରେ । ଧରିତ୍ରୀ ମାତ୍ରା…

Holi 2026: ଭାରତର ଅନନ୍ୟ ସ୍ଥାନ, ଯେଉଁଠି କେବେବି ପାଳନ ହୋଇନି ହୋଲି…

ନୂଆଦିଲ୍ଲୀ: ଆଜି, ଚୈତ୍ର ମାସର କୃଷ୍ଣ ପକ୍ଷର ପ୍ରତିପଦ ତିଥିରେ, ଦେଶ ସାରା ପବିତ୍ର ହୋଲି ଉତ୍ସବ ପାଳନ କରାଯାଉଛି। ଲୋକମାନେ ରଙ୍ଗ, ଗୁଲାଲ ଏବଂ ଅବିର ବୋଳାବୋଳି ହୋଇ ପରସ୍ପରକୁ ଆଲିଙ୍ଗନ କରୁଛନ୍ତି। ସାରା ଦେଶରେ ହୋଲିର ରଙ୍ଗ ଦୃଶ୍ୟମାନ ହେଉଛି। ସାଧାରଣତଃ, ହୋଲିର କେବଳ ଉଲ୍ଲେଖ ଗୁଲାଲ,…

Dr. Uchhab Charan Das Passes Away: ଆଉ ନାହାଁନ୍ତି ଓଡିଶାର ପ୍ରଖ୍ୟାତ ଘୋଡାନାଚ କଳାକାର ଉଚ୍ଛବ ଚରଣ ଦାସ, ଶୋକ…

କଟକ: ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଏବଂ ଓଡ଼ିଶାର ପ୍ରଖ୍ୟାତ ଘୋଡାନାଚ କଳାକାର ଡକ୍ଟର ଉଛବ ଚରଣ ଦାସ କଟକର ଚୌଦ୍ୱାରର ଏକ ଘରୋଇ ହସ୍ପିଟାଲରେ ଅସୁସ୍ଥତା ପାଇଁ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କର ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ…

Dussehra 2025: ବିଶ୍ୱର ସବୁଠାରୁ ବଡ଼ ମୁସଲିମ ଦେଶରେ ବି ଅନନ୍ୟ ରୂପେ ପାଳିତ ହୁଏ ଦଶହରା…

ନୂଆଦିଲ୍ଲୀ: ୧୯୬୯ ମସିହାରେ, ନ୍ୟୁୟର୍କର ସେଣ୍ଟ ଜନ୍ସ ବିଶ୍ୱବିଦ୍ୟାଳୟରେ ଏସୀୟ ଇତିହାସ ଏବଂ ଧର୍ମର ତତ୍କାଳୀନ ସହାୟକ ପ୍ରଫେସର ସନ୍ତୋଷ ଏନ. ଦେଶାଇ ଏକ ବକ୍ତୃତା ଦେଉଥିଲେ। ସେ ବ୍ୟାଖ୍ୟା କରିଥିଲେ ଯେ ରାମାୟଣର କାହାଣୀ ତିନୋଟି ମୁଖ୍ୟ ମାର୍ଗ ଦେଇ ବ୍ୟାପିଥିଲା। ସ୍ଥଳପଥରେ, ଏହା ପଞ୍ଜାବ…

Sindoor Khela: କିପରି ଆରମ୍ଭ ହେଲା ସିନ୍ଦୂର ଖେଳ ପରମ୍ପରା?, ଦୁର୍ଗା ପୂଜା ସମୟରେ ବଙ୍ଗାଳି ମହିଳାଙ୍କ ମଧ୍ୟରେ…

ଭୁବନେଶ୍ବର: ନବରାତ୍ରି ଏବଂ ଦୁର୍ଗା ପୂଜା ହିନ୍ଦୁ ଧର୍ମରେ ବିଶେଷ ଗୁରୁତ୍ୱ ରଖେ। ଭକ୍ତମାନେ ଏହି ଦିନଗୁଡ଼ିକରେ ଶକ୍ତିଙ୍କୁ ସନ୍ତୁଷ୍ଟ କରିବା ପାଇଁ ପୂଜା କରନ୍ତି। ଏହି ନଅ ଦିନରେ ଦେବୀଙ୍କ ନଅଟି ଭିନ୍ନ ରୂପ ପୂଜା କରାଯାଏ। ଏହି ମହାନ ଉତ୍ସବ ନବରାତ୍ରିର ଶେଷ ଦିନ ବିଜୟାଦଶମୀ ସହିତ ଶେଷ…

Lunar Eclipse 2025: ଡ୍ରାଗନ୍, ଗଧିଆ…ନା ରାହୁ….କିଏ ଗିଳିଦିଏ ଚନ୍ଦ୍ରକୁ?

ଭୁବନେଶ୍ବର: ଆଜି ଭାରତରେ ସବୁଠି ଦୃଶ୍ୟମାନ ହେବ ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ । ରାତି ୯ଟା ୫୭ ମିନିଟରେ ଗ୍ରହଣସ୍ପର୍ଶ କରିବ। ରାତି ୧୧ଟା ୧ମିନିଟରେ ପୂର୍ଣ୍ଣଗ୍ରାସ ଗ୍ରହଣ ଆରମ୍ଭ ହୋଇ ୧୧ଟା ୪୨ରେ ମଧ୍ୟ ଓ ରାତି ୧୨ଟା ୨୩ରେ ପୂର୍ଣ୍ଣଗ୍ରାସ ଗ୍ରହଣ ଶେଷ ହେବ। ରାତି ୧ଟା ୨୭ ମିନିଟରେ ଗ୍ରହଣ…

ମହାପ୍ରଭୁଙ୍କ ସୁନାବେଶ: କେଉଁ ଠାକୁର ପିନ୍ଧନ୍ତି କେଉଁ ଅଳଙ୍କାର?

ପୁରୀ: ଆଜି ପବିତ୍ର ସୁନାବେଶ । ସୁନାରେ ଛାଉଣୀ ହେବେ ଶ୍ରୀଜିଉ । ଦୁର୍ଲଭ ବେଶରେ ଭକ୍ତଙ୍କୁ ଦେବେ ଦର୍ଶନ । ପ୍ରତିବର୍ଷ ଆଷାଢ଼ ଶୁକ୍ଳ ଏକାଦଶୀ ଦିନ ମଧ୍ୟାହ୍ନ ଧୂପ ଶେଷ ହେବା ପରେ ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ସୁନାବେଶ ଅନୁଷ୍ଠିତ ହୋଇଥାଏ। ଏହି ସୁନାବେଶ ସାମଗ୍ରୀ ଭଣ୍ଡାର ଘରୁ ପାଳିଆ…

ପହଣ୍ଡି କରି ରଥାରୂଢ ଚତୁର୍ଦ୍ଧାମୂରତି: ୪ଟାରେ ଆରମ୍ଭ ହେବ ରଣଟଣା….

ପୁରୀ: ଟାହିଆ ହଲେଇ ହଲେଇ ଝୁଲି ଝୁଲି, ବଡଦାଣ୍ଡରେ ଭକ୍ତଙ୍କୁ ବାଇଆ କରି ଶେଷରେ ଚତୁର୍ଦ୍ଧମୂରତି ରଥେ ବିଜେ କରିଛନ୍ତି । ତାଳଧ୍ବଜରେ ବିଜେ ବଡ ଠାକୁର ବଳଭଦ୍ର, ନନ୍ଦିଘୋଷରେ ବିଜେ ମହାପ୍ରଭୁ କାଳିଆ ସାଆନ୍ତ, ଆଉ ମଝିରେ ଦେବଦଳନରେ ରଥରେ ବିଜେ କରିଛନ୍ତି ହଳଦୀ ମୁହିଁ ଦେବୀ ସୁଭଦ୍ରାଙ୍କ ସହ…

କାହିଁକି ଏହି ସମାଧି ଆଗରେ ଅଟକି ଥାଏ ନନ୍ଦିଘୋଷ ରଥ?

ପୁରୀ: ସିଏ ଭାବର ଠାକୁର ଭାବୋବିନୋଦିଆ । ଭାବରେ ଡାକିଲେ ଭକ୍ତଙ୍କୁ ସିଧା ତାର ଭବ୍ୟ ରୂପର ଦର୍ଶନ ମିଳେ । ଭାବରେ ହାତ ବଢେଇଦେଲେ ସେ ସଙ୍ଗେ ସଙ୍ଗେ ସାହାରା ଦେଇଦିଏ । ପ୍ରତିବର୍ଷ ଆଷାଢ଼ ଶୁକ୍ଳ ପକ୍ଷ ଦ୍ୱିତୀୟା ଦିନ ଅର୍ଥାତ୍ ଆଜିର ଦିନରେ ସେ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ବଡଦାଣ୍ଡକୁ…