Latest Odisha News

BREAKING NEWS

ଶବ୍ଦ

ଦେବାଶିଷ ମହାପାତ୍ରଙ୍କ ବ୍ୟାକରଣ ବିଭାଗ

ବୈଦେଶିକ ଶବ୍ଦ / ଆଗନ୍ତୁକ ଶବ୍ଦ

ଭାଷା ଉପରେ ଅନ୍ୟ ଭାଷାର ପ୍ରଭାବ ସର୍ବଦା ପଡ଼ିଥାଏ । ଭାଷା ପରିବର୍ତ୍ତନଶୀଳ । ଚିରସ୍ରୋତା ନଦୀ ଭଳି ଏହା ଗତିଶୀଳ । ଭାଷା ଉପରେ ଅନ୍ୟ ଭାଷାର ପ୍ରଭାବ ବା ପ୍ରବେଶ ମୁଖ୍ୟତଃ ଶାସନଗତ, ବାଣିଜ୍ୟ ବ୍ୟବସାୟଗତ ଓ ଧର୍ମ ପ୍ରଚାରଗତ ହୋଇଥିଲେ ହେଁ ବିଭିନ୍ନ ପାଶ୍ୱର୍, ପରୋକ୍ଷ କାରଣ ମଧ୍ୟ ରହିଛି । ଆମେ ଆମ ଓଡ଼ିଆ ଭାଷାର ଶବ୍ଦଭଣ୍ଡାରକୁ ତର୍ଜମା କଲେ ବିଭିନ୍ନ ଭାଷା, ବିଶେଷତଃ ବୈଦେଶିକ ଭାଷାର ବହୁଶବ୍ଦ ଆମ ଭାଷାରେ ପ୍ରବେଶ କରିଥିବାର ଦେଖାଯାଏ । ଯେମିତିକି- ତୁର୍କୀ ଶବ୍ଦ

କଇଁଚି        ବାରୁଦ        କୁଲି
କୁଲି          ବାହାଦୁର     କାବୁ
ଗାଲିଚା     ବେଗମ       ଚାକୁ
ତୋପ       ମୁଚାଲିକା    ଦାରୋଗା
ବନ୍ଧୁକ       କୁର୍ତ୍ତା          ଚାକୁ
ଆଚାର     ଗସ୍ତ          ବୋତଲ
ଆତ         ଚାବି         କଫି
ଆଲମାରି  ପିସ୍ତଲ       ମିସ୍ତ୍ରି
ଇସ୍ତ୍ରୀ       ତମାଖୁ     ଗାଙ୍ଗୁଲା
ଇସ୍ପାତ    ନିଲାମ     ପପେୟା
କାଜୁ       ଫିତା        ବାଲ୍‌ଟି
କୋବି    ଫିରିଙ୍ଗି
କାମିଜ    ବେହେଲା
କିରାଣି    ବାସନ
ପାର୍ସୀ      ଶବ୍ଦ
ଅଙ୍ଗୁର   ଗରିବ    ତରକାରି
ଆଜାଦ  ଗୁମାସ୍ତା   ତାରିଖ
ଆବାଜ ଗିରଫ ଦରଖାସ୍ତ

ପର୍ତ୍ତୁଗୀଜ ଶବ୍ଦ

ଆମଦାନି  ଖାନସମା  ଦରକାର
ଖପା       ଗୁମାନ       ତଲାସ
ଖାତା      ଚପରାସୀ   ଦରଜି
କବଲା    ଚଷମା      ନମୁନା
କାଗଜ    ଚାବୁକ      ନରମ
କୁରୁତା   ଚାଲାକ  ପତ୍ତା

କିସ୍ତି

ଆରବୀ ଶବ୍ଦ

ଅମଳ    ଓଜନ  ଗାଏବ  ଫସଲ
ଅମିନ  କଏଦୀ  ଜାମିନ ଫାଇଦା
ଅଦାଲତ  କଲିଜା  ଜମି  ଫିକର
ଅଚାନକ  କାଇଦା  ଜମିଦାର  ବରାବର
ଅସଲ  କାଏମ  ଜାରି  ମାମୁଲି
ଅସୁଲ  କାନୁନ  ଜୁଲମ  ମୁଲକ
ଅର୍ଜି  କିସମ  ଜହର  ହଇରାଣ
ଆଇନା  କବର ତଦାରଖ ସର୍ବତ
ଇସାରା  କିତାବ ତାମସା ସଲାମ
ଇଲାକା ଖାତିର ତର୍ଜମା ସରଞ୍ଜାମ
ଇସ୍ତଫା  ଖାଲି ନଗଦ
ଏତଲା ଖତମ ନାରାଜ
ଓରଫ ଖାରଜ ମସଲା

Leave A Reply

Your email address will not be published.