ପାହାଡ଼ର ଚମତ୍କାରିତା । ଝାଡ଼ଖଣ୍ଡର ଲୋହରଦାଗା ଅଂଚଳର ଖୁଖ୍ରା ଗ୍ରାମରେ ରହିଛି ଏମିତି ଏକ ପାହାଡ଼, ଯାହାକି ଗର୍ଭସ୍ଥ ଶିଶୁର ଲିଙ୍ଗ କ’ଣ ତାହା ଆଗୁଆ କହିପାରୁଛି ବୋଲି ଲୋକଙ୍କ ବିଶ୍ୱାସ । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ପାହାଡ଼ ଉପରେ ଏକ ଚନ୍ଦ୍ର ଆକୃତିର ଚିହ୍ନ ରହିଛି, ଯାହା ନବଜାତକର ଲିଙ୍ଗ ବିଷୟରେ ଭବିଷ୍ୟବାଣୀ କରୁଛି । ଗାଁର କୌଣସି ବି ଗର୍ଭବତୀ ମହିଳା ଏହି ପାହାଡ଼ ଉପରେ ଥିବା ଚନ୍ଦ୍ର ଉପରକୁ ଦୂରରୁ ଏକ ପଥର ଫିଙ୍ଗିଥାନ୍ତି । ଯଦି ଏହି ପଥରଟି ଚନ୍ଦ୍ରର ଆକୃତିର ମଝିରେ ବାଜିଥାଏ, ତେବେ ଲୋକେ ବୁଝିପାରନ୍ତି ଯେ, ଗର୍ଭରେ ପୁଅ ଅଛି । ଯଦି ପଥରଟି ଚନ୍ଦ୍ର ବାହାରେ ବାଜେ, ତେବେ ଗର୍ଭରେ ଝିଅ ଥିବା ଅନୁମାନ କରନ୍ତି । ପ୍ରାୟ ଚାରି ଶହ ବର୍ଷ ପୂର୍ବେ ନାଗବଂଶୀ ରାଜାଙ୍କ ଶାସନ କାଳରୁ ଏହି ପରମ୍ପରା ମାନିଆସୁଛନ୍ତି ଗାଁ ଲୋକେ ।
BREAKING NEWS
- ମିଚେଲ, କନୱେ, ନିକୋଲସଙ୍କ ଅର୍ଦ୍ଧଶତକ: ସିରିଜରୁ ଓହରିଲେ ପନ୍ତ
- କିମସରେ ଏଏପିଆଇ ଗ୍ଲୋବାଲ୍ ହେଲଥକେୟାର ସମିଟ୍ ଉଦ୍ଘାଟିତ
- S-400 Squadron: ଭାରତୀୟ ସେନାରେ ସାମିଲ ହେବାକୁ ଯାଉଛି ଆଉ ଏକ ହିରୋ: ପାକିସ୍ତାନ, ଚୀନର ନିଦ ହଜାଇବ ଏହି ପ୍ରତିରକ୍ଷା ପ୍ରଣାଳୀ…
- Home Remedies Cholesterol: କାହିଁକି ବୃଦ୍ଧି ପାଏ କୋଲେଷ୍ଟ୍ରଲ୍?, ଏହାକୁ କମାଇବା ପାଇଁ ଆପଣାନ୍ତୁ ଘରୋଇ ଉପଚାର…
- ରାଉରକେଲା ବିମାନ ଦୁର୍ଘଟଣାରେ ତଦନ୍ତ କରୁଛି AAIB
- ଆସନ୍ତା ୩ ଦିନ ମଧ୍ୟରେ ପୁଣି ବଢିବ ଶୀତ ପ୍ରକୋପ
- Turkman Gate case: ତୁର୍କମାନ ଗେଟ୍ ହିଂସା ମାମଲାରେ ଆଉ ତିନି ଗିରଫ;ଏଯାଏଁ ୧୬ ଗିରଫ…
- Khandagiri Jatra: ଖଣ୍ଡଗିରି ଯାତ୍ରାରେ କୌଣସି ବି ପରିସ୍ଥିତିରେ ଅଶ୍ଲୀଳ ନୃତ୍ୟକୁ ପ୍ରଶୟ ଦିଆଯିବନାହିଁ: ଏକାମ୍ର ବିଧାୟକ
- Pm Kisan: ଚାଷୀଙ୍କ ଅପେକ୍ଷା ଶେଷ! ଏହି ଦିନ ସେମାନଙ୍କ ଆକାଉଣ୍ଟରେ ଜମା ହେବ ୨୦୦୦ ଟଙ୍କା…
- Puri Airport: ପ୍ରସ୍ତାବିତ ପୁରୀ ବିମାନବନ୍ଦର ଅଞ୍ଚଳରେ ନିର୍ମାଣ ହେବନି ମନମୁଖୀ ଭାବେ ଉଚ୍ଚ ଅଟ୍ଟାଳିକା…
Comments are closed.