ମୟୂରଭଞ୍ଜ: ପରମ୍ପରା ଭାଙ୍ଗିଗଲା ଲକଡାଉନ । ଆରମ୍ଭ ହେବ ଦିନରୁ କୌଣସି ଥର ମଧ୍ୟ ବନ୍ଦ ହୋଇନଥିବା ମୟୁରଭଞ୍ଜର ଛଉ ଉତ୍ସବ, ପ୍ରଥମ ଥର ପାଇଁ ବାତିଲ କରାଯାଇଛି ।
ଛଉ ଉତ୍ସବ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲୁଥିବା ବେଳେ କରୋନା ଭାଇରସ ଏହାକୁ ଫିକା କରି ଦେଇଛି ।
ସାରଦେଶରେ ମେ ୩ ତାରିଖ ପର୍ଯ୍ୟନ୍ତ ଲକଡାଉନ ରହିବା ନେଇ ଘୋଷଣା ହେବା ପରେ ମୟୁରଭଞ୍ଜର ଏହି ପ୍ରସିଦ୍ଧ ଛଉ ଉତ୍ସବକୁ ବନ୍ଦ କରିବାକୁ ଜିଲ୍ଲା ପ୍ରଶାସନ ସୂଚନା ପ୍ରଦାନ କରିଛି ।
Comments are closed.