Latest Odisha News

BREAKING NEWS

ରାଜ୍ୟରେ ୨୯ ଯାଏଁ ଲକଡାଉନ ଘୋଷଣା

ରାଞ୍ଚି: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଝାଡଖଣ୍ଡ ସରକାର ମଙ୍ଗଳବାର ଦିନ ରାଜ୍ୟରେ ଏପ୍ରିଲ ୨୨ ତାରିଖ ସକାଳ ୬ଟାରୁ ଏପ୍ରିଲ ୨୯ ସକାଳ ୬ଟା ଯାଏଁ ଲକଡାଉନ ଘୋଷଣା କରିଛନ୍ତି।

ସୂଚନା ଅନୁଯାୟୀ ଏହି ଅବଧି ମଧ୍ୟରେ ଅତ୍ୟାବଶ୍ୟକ ସେବାକୁ ଅନୁମତି ଥିବା ବେଳେ ଧାର୍ମିକ ସ୍ଥାନ ଖୋଲା ରହିବ। କିନ୍ତୁ ଭକ୍ତଙ୍କ ସମାବେଶକୁ ଅନୁମତି ଦିଆଯିବ ନାହିଁ। ଏଥିସହିତ ଖଣି, କୃଷି ଏବଂ ନିର୍ମାଣ କାର୍ଯ୍ୟ ଆଦି ଜାରି ରହିବ।

ତେବେ ଏହାପୂର୍ବରୁ ଦିଲ୍ଲୀ, ରାଜସ୍ଥାନ, ଚଣ୍ଡୀଗଡ଼ ଓ ଉତ୍ତର ପ୍ରଦେଶ ଆଦିରେ ଲକଡାଉନ ଘୋଷଣା କରାଯାଇଛି।

Leave A Reply

Your email address will not be published.