ଲର୍ଡସ: କ୍ରିକେଟର ମକ୍କା ଭାବେ ପରିଚିତ ଲର୍ଡସ ଗ୍ରାଉଣ୍ଡରେ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ ମ୍ୟାଚ ଖେଳାଯିବ । ୨୦୨୩ ଓ ୨୫ ଫାଇନାଲ ଲର୍ଡସରେ ଖେଳାଯିବ ବୋଲି ଆଜି ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ସ୍ପଷ୍ଟ କରିଛି । ଡବ୍ଲ୍ୟୁଟିସିର ପ୍ରଥମ ସଂସ୍କରଣର ଫାଇନାଲ ମଧ୍ୟ ଏଠାରେ ଖେଳଯିବାକୁ ଥିଲା ମାତ୍ର ଶେଷ ମୂହର୍ତରେ ସାଉଥାମ୍ପଟସନ ରୋଜ ବାଓଲରେ ଆୟୋଜିତ ହୋଇଥିଲା । ଭାରତକୁ ହରାଇ ନ୍ୟୁଜିଲାଣ୍ଡ ଚାମ୍ପିୟନ ଆଖ୍ୟା ଅର୍ଜନ କରିଥିଲା । ଖୁବ ଶୀଘ୍ର ଆଇସିସି ଆଗାମୀ ସଂସ୍କରଣର ଫାଇନାଲ ମ୍ୟାଚ ତାରିଖ ଘୋଷଣା କରାଯିବ ବୋଲି ଆଇସିସି ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏହା ବ୍ୟତୀତ ଫ୍ୟୁଚର ଟୁର ପ୍ରୋଗ୍ରାମର ଚୂଡାନ୍ତ ରୂପରେଖାର ଘୋଷଣା ମଧ୍ୟ କରାଯିବ । ଏଥର ଡବ୍ଲ୍ୟୁଟିସି ଫାଇନାଲରେ ଭାରତର ପ୍ରବେଶ ଆଶା କ୍ଷୀଣ ହୋଇଯାଇଛି ।
BREAKING NEWS
- Rath Yatra: ମହାପ୍ରଭୁଙ୍କ ରଥଯାତ୍ରା ପାଇଁ କାଠ ଚିରା କାମ ଆରମ୍ଭ;ପୁରୀରୁ ଆଜ୍ଞାମାଳା ଆସିବା ପରେ ହେଲା…
- Intelligence agencies warn: ହାଇ ଆଲର୍ଟରେ ଜମ୍ମୁ ଓ କାଶ୍ମୀର; ସୁରକ୍ଷା ବାହିନୀ ଉପରେ ସମ୍ଭାବ୍ୟ IED ଆକ୍ରମଣ ନେଇ ଗୁଇନ୍ଦା ସଂସ୍ଥା କଲା ସତର୍କ
- Israel Launches Wave Of Strikes On Iran: ଇରାନ ଉପରେ ବଡ଼ ଆକ୍ରମଣ କଲା ଇସ୍ରାଏଲ, ରାଜଧାନୀ ତେହେରାନରେ ବୋମା ବର୍ଷା
- Boman Irani Trump ‘Iranis’ joke: ଟ୍ରମ୍ପଙ୍କୁ ଏମିତି କହିଲେ ବୋମନ ଇରାନୀ, ମିନିଟକରେ ଭାଇରାଲ ହେଲା ଭିଡ଼ିଓ…
- ଜନଗଣନା ଲୋଗ ସହ ମାର୍କେଟକୁ ଆସିଲା ଓମଫେଡ ଦୁଗ୍ଧ ପ୍ୟାକେଟ୍
- Film City In Delhi: ଏବେ ଦିଲ୍ଲୀରେ ନିଜର ମାୟାନଗରୀ, ଜମି ଯୋଗାଇବେ କେନ୍ଦ୍ର ସରକାର
- ଏସ୍ଡିଓ ପଞ୍ଚୁ ବେହେରା ଭିଜିଲାନ୍ସ ଦ୍ବାରା ଗିରଫ
- ଏକ୍ସସାଇଜ୍ ଡ୍ୟୁଟି ହ୍ରାସ୍ ପାଇଁ PMଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ
- ପିକଅପରେ ଚାଲାଣ ହେଉଥିବା ୧୮୭ କେଜି ଗଞ୍ଜେଇ ଜବତ, ଜଣେ ଗିରଫ
- Ramlala ‘Surya Tilak’: ସୂର୍ଯ୍ୟଙ୍କ କିରଣରେ ହେଲା ପ୍ରଭୁ ରାମଲଲାଙ୍କ ଅଭିଷେକ
Comments are closed.