ବେଙ୍ଗାଲୁର: ରଣଜୀ ଟ୍ରଫିର ଫାଇନାଲରେ ମଧ୍ୟପ୍ରଦେଶ 41 ଥର ଚାମ୍ପିୟନ ମୁମ୍ବାଇକୁ 6 ୱିକେଟରେ ପରାସ୍ତ କରିଛି । ପ୍ରଥମ ଥର ପାଇଁ ଟାଇଟଲ ଜିତିଛି ମଧ୍ୟପ୍ରଦେଶ ।
Congratulations Madhya Pradesh on winning the #RanjiTrophy2022! We've witnessed some terrific performances throughout the season. Great efforts by everyone @BCCI for ensuring another successful Ranji season amidst the pandemic. pic.twitter.com/qMxmvUNYZf
— Jay Shah (@JayShah) June 26, 2022
ମୁମ୍ବାଇ ମଧ୍ୟପ୍ରଦେଶ ସାମ୍ନାରେ ବିଜୟ ପାଇଁ 108 ରନ୍ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା, ଯାହା ଦଳ 29.5 ଓଭରରେ ହାସଲ କରିଥିଲା। ମଧ୍ୟପ୍ରଦେଶର ଏହି ବିଜୟର ହିରୋମାନେ ହେଲେ ୟଶ ଦୁବେ, ଶୁଭମ୍ ଶର୍ମା ଏବଂ ରାଜତ ପାଟିଦାର, ଯେଉଁମାନେ ଦଳ ପାଇଁ ଶତକ କରିଥିଲେ । ମଧ୍ୟପ୍ରଦେଶ ପ୍ରଥମ ଇନିଂସରେ ଦଳକୁ ଅଗ୍ରଣୀ ଥଲା।
ପ୍ରଥମ ପାଳିରେ ମୁମ୍ବାଇ 334 ରନ୍ କରିଥିଲା । ମଧ୍ୟପ୍ରଦେଶ ପ୍ରଥମ ପାଳିରେ 536 ରନ୍ କରିଥିଲା । ଦ୍ବିତୀୟ ପାଳିରେ ମୁମ୍ବାଇ 236 ରନ୍ କରିଥିଲେ ।
Comments are closed.